ବାସ୍ତବ ବ୍ୟୁରୋ: ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ । ଏଥିସହିତ ସେପ୍ଟେମ୍ବର ୨ ତାରିଖରେ ଦୁୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ ବୋଲି ଜୟ ଶାହା ଘୋଷଣା କରିଛନ୍ତି । ଏସିଆନ୍ କ୍ରିକେଟ୍ କାଉନସିଲ୍ ତରଫରୁ ଏସିଆ କପ୍ ଖେଳସୂଚୀ ଜାରି କରାଯାଇଛି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହା ଆରମ୍ଭ ହେଇ […]

ବାସ୍ତବ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା କମିନାହିଁ। ‌ସୋସିଆଲ ମିଡିଆରେ ଏବେ ବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଥିବା ସହ ଲୋକେ ତାଙ୍କ ବିଷୟରେ ଜାଣିବା ପାଇଁ ଉଇକିପିଡିଆରେ ସର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଭଲ ପ୍ରଦର୍ଶନ ନକରି ବି ଉଇକିପିଡ଼ିଆ ପୃଷ୍ଠାରେ କୋହଲି ବାକି ଖେଳାଳିଙ୍କୁ […]

ବାସ୍ତବ ବ୍ୟୁରୋ : ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ପ୍ରେରକ ମଙ୍କଡ୍ ୬୪ରନ ଓ ମାର୍କସ ଷ୍ଟୋଇନିସ ୪୦ରନ କରିଥିଲେ । ସେହିପରି ନିକୋଲାସ ପୁରନ୍ ୪୪ରନ କରିଥିଲେ […]

ବାସ୍ତବ ବ୍ୟୁରୋ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ଏକ ରିପୋର୍ଟ ଅନୁଯାୟୀ, ଏଥର ବିଶ୍ୱକପରେ ମୋଟ ୧୦ଟିମ ମଧ୍ୟରେ ୪୮ଟି ମ୍ୟାଚ୍ ଖେଳାଯିବ। ଏହି ବିଶ୍ବକପରେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ ଏବଂ ଆଫ୍ରିକା ଟିମ୍ ସାମିଲ ହୋଇସାରିଛନ୍ତି। ଅବଶିଷ୍ଟ ଦୁଇଟି ଦଳ ଜୁନ୍-ଜୁଲାଇ ମାସରେ ଜିମ୍ବାୱେରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ […]

ବାସ୍ତବ ବ୍ୟୁରୋ: ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ।ପୂର୍ବତନ କ୍ରିକେଟର ସଲିମ ଡୁରାନୀଙ୍କ ଆଜି (ରବିବାର) ଜାମନଗରରେ ଦେହାନ୍ତ ହୋଇଛି। ଦୁରାନୀ ହେଉଛନ୍ତି ପ୍ରଥମ କ୍ରିକେଟର ଯିଏକି ୧୯୬୦ ରେ ଅର୍ଜୁନ ପୁରସ୍କାର ପାଇଥିଲେ। ସେ ୨୯ ଟି ଟେଷ୍ଟ ମ୍ୟାଚ୍ ଖେଳି ୧୨୦୨ ରନ୍ ସ୍କୋର କରିଥିଲେ। ସେ ଏକ ଶତାବ୍ଦୀ ଏବଂ ୭ […]

ବାସ୍ତବ ବ୍ୟୁରୋ:ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ଓପନର […]

ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ । ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ […]

ସଂଜୟ ଶତପଥୀ(କଟକ): ପୁରୁଷ ହକି ବିଶ୍ୱକପ୍‌ର ଉଦଘାଟନୀ ସମାରୋହ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହିତ ଆରମ୍ଭ ହୋଇଛି | ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୂର ମନୋରଂଜନ ରହିବ। ଏହି ଉଦ୍‌ଘାଟନୀ ଉତ୍ସବର ନାମ ‘ସେଲିବ୍ରେସନ’ ରଖାଯାଇଛି। ୪୦,୦୦୦ ଦର୍ଶକଙ୍କ ଭରପୂର ଷ୍ଟାଡିୟମରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ବଲିଉଡ ତାରକା ରଣଭୀର ସିଂ, ଦିଶା ପଟାନୀଙ୍କ ସହ ଦର୍ଶକମାନଙ୍କ ମନ […]

ବାସ୍ତବ ବ୍ୟୁରୋ : ଦୃଷ୍ଟିହୀନଙ୍କ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ତୃତୀୟ ଟାଇଟଲ ହାସଲ କରିଛି । ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ […]

 ବାସ୍ତବ ବ୍ୟୁରୋ :ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ହାରି ସିରିଜ୍‌ ହରାଇଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମେହଦି ହାସାନ ମିରାଜ୍ ଲଢୁଆ […]

Pin It on Pinterest