ବାସ୍ତବ ବ୍ୟୁରୋ :ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ହାରି ସିରିଜ୍ ହରାଇଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମେହଦି ହାସାନ ମିରାଜ୍ ଲଢୁଆ […]
କ୍ରୀଡା
ବାସ୍ତବ ବ୍ୟୁରୋ: ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ । ୧୮୬ ରନ୍ରେ ଅଲ୍ଆଉଟ୍ ହେଲା ଭାରତ । ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଟିମ୍ର କୌଣସି ବ୍ୟାଟସମ୍ୟାନ୍ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ମ୍ୟାଚ୍ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର […]
ବାସ୍ତବ ବ୍ୟୁରୋ : ଆଜି (ରବିବାର) ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ଦିନ ସାଢେ ୧୧ଟାରେ ଏହି ମ୍ୟାଚ୍ ଶେର-ଏ-ବାଂଲା ଷ୍ଟାଡିୟମ୍ରେ ଖେଳାଯିବ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଉପଯୁକ୍ତ ପ୍ରସ୍ତୁତି କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ମ୍ୟାଚ୍ ପାଇଁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି […]
ବାସ୍ତବ ବ୍ୟୁରୋ-ଆଜି (ଶୁକ୍ରବାର) ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ର ୨ୟ ମ୍ୟାଚ୍ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ୍ ରେ ରୋହିତଙ୍କ ଟିମ୍ ନିଜର ତ୍ରୁଟି ସଂଶୋଧନ କରିବାକୁ ଚାହିଁବ । ମୋହାଲିରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ […]
ମନୋଜ ମହାନ୍ତି : ୨୧ ଜୁନ୍ ୧୯୭୫, ଏହା କ୍ରିକେଟ୍ ପ୍ରେମୀଙ୍କ ମନରେ ସର୍ବଦା ରହିବ | ୪୭ ବର୍ଷ ପୂର୍ବେ ଏହି ଦିନ, ODI କ୍ରିକେଟ୍ ଇତିହାସରେ ବିଶ୍ୱ ପ୍ରଥମ ବିଶ୍ୱ ଚାମ୍ପିଅନ୍ ଦୁନିଆକୁ ମିଳିଥିଲା | ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଅଷ୍ଟ୍ରେଲିଆକୁ ୧୭ ରନ୍ ରେ ପରାସ୍ତ କରି ଟାଇଟଲ୍ ହାସଲ କରିଥିଲା | କ୍ଲିଭ ଓଲିଉଡର ଅଧିନାୟକତ୍ୱରେ ୱିଣ୍ଡିଜ୍ ଦଳ ପ୍ରଥମ ODI ବିଶ୍ୱକପ୍ ଟ୍ରଫି […]
ମନୋଜ ମହାନ୍ତି: ୨ୟ ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୨୦ ଓଭରରେ ୬ ଟି ଉଇକେଟ ହରାଇ ୧୪୮ ସ୍କୋର କରିଥିଲା। ଏହାର ଉତ୍ତରରେ, ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଏବଂ ହେନ୍ରିଚ୍ କ୍ଲାସେନ୍ଙ୍କ ମଧ୍ୟରେ ଉତ୍କୃଷ୍ଟ ଭାଗିଦାରୀ ହେତୁ ୧୦ ଟି ବଲ୍ ଥାଇ ଜିତିଥିଲେ | ଏହି […]
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ଟିମ ମ୍ୟାନେଜର ରାଜକୁମାର ବେହେରାଙ୍କ ତତ୍ୱାଭଧାନରେ ରେ ଓଡ଼ିଶାର ଦଳର ବୃହତ ସଫଳତା | ବେଙ୍ଗାଲୁରୁରେ ଅନୁଷ୍ଠିତ କ୍ରୀଡା ଇଭେଣ୍ଟରେ ଓଡ଼ିଶାର ସଫଳ ଯାତ୍ରା ସମସ୍ତଙ୍କୁ ଗୌରବାନ୍ୱିତ କରିଛି | ଓଡ଼ିଶାର ୪୦ ବର୍ଷ ରୁ ୫୫ ବର୍ଷ ବର୍ଗରେ ଚମକ ସୁରୁଷି କରିଛନ୍ତି ଓଡ଼ିଶାର ଖେଳାଳି |ଏହି ଖେଳରେ ଓଡିଶା ଟୋଟାଲ ୧୮ ଟି ପଦକ ଜିତିଥିବା ବେଳେ, […]
ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ହେଉଛି ଭାରତର ସବୁଠାରୁ ବଡ କ୍ରୀଡା ଇଭେଣ୍ଟ ଯାହା କ୍ରୀଡା ପ୍ରେମୀ ସହର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଛି | ଏହା ଭାରତର ସମସ୍ତ କ୍ରୀଡ଼ାବିତ୍ ଯେଉଁମାନେ ୩୦ବର୍ଷରୁ ଅଧିକ ବୟସର ଖେଳାଳିଙ୍କ ପାଇଁ ଖୋଲା ଅଛି | ଏହି ଖେଳରେ ୫୫ରୁ ଅଧିକ ବୟସ୍କ ଲଙ୍ଗ ଜମ୍ପ ରେ ପ୍ରକାଶ ଗଡ଼ନାୟକ ପ୍ରଥମ ହୋଇ ସ୍ୱର୍ଣ ପଦକ ଜିତିଥିବା ବେଳେ କିଶୋର […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୭୯ ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ସାଧାରଣ ଭକ୍ତଙ୍କ ନିମନ୍ତେ […]
ମନୋଜ ମହାନ୍ତି: ୨୦୨୩ ରେ ବିସିସିଆଇ ମହିଳା ଆଇପିଏଲ୍ ଆରମ୍ଭ କରିବାକୁ ଯୋଜନା କରୁଛି ବୋଲି ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ଦିନ କହିଛନ୍ତି ଯେ, ଗୋଟିଏ ବର୍ଷର ବ୍ୟବଧାନ ପରେ ଚାରିଟି ପ୍ରଦର୍ଶନୀ ଖେଳ ଏହି ଋତୁରେ ପ୍ରତ୍ୟାବର୍ତ୍ତନ କରୁଛି। ୨୦୨୩ ସୁଦ୍ଧା ବିସିସିଆଇ ମହିଳା ଆଇପିଏଲ୍ ଆରମ୍ଭ କରିବାକୁ ଯୋଜନା କରୁଛି ବୋଲି ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ଦିନ କହିଛନ୍ତି ଯେ ଗୋଟିଏ […]


