୧-କର୍ମଚାରୀଙ୍କ ପଦୋନ୍ନତି ପାଇଁ ଗଠନ ହେଲା ପଦୋନ୍ନତି ଅଦାଲତ। ୨-ଚୀନ ଓ ଇଣ୍ଡୋନେସିଆ ମଧ୍ୟରେ ଉତ୍ତେଜନା, ଯୁଦ୍ଧ ଜାହାଜ ଓ ବିମାନ ମୁତୟନ କଲା ଇଣ୍ଡୋନେସିଆ। ୩-ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ସମଗ୍ର ଭାରତ ଓ ବିଶ୍ୱର ଅନେକ ଦେଶରେ ଦେଖାଯିବ ଚନ୍ଦ୍ର ଗ୍ରହଣ । ରାତି ୧୦ଟା ୩୭ ମିନିଟ୍‌ରୁ ୧୧ ତାରିଖ ଭୋର୍‌ ୨ଟା ୪୨ ମିନିଟ୍‌ରେ ସର୍ବ ମୋକ୍ଷ ହେବ।ଓଡ଼ିଶାରେ ପାଳନୀୟ […]

୧-ଇରାନ ଓ ଆମେରିକା ଭିତରେ ଯୁଦ୍ଧ ପରିସ୍ଥିତି: ସୁଲେମାନୀଙ୍କ ଶବଦାହ ବେଳେ ଦଳା ଚକଟାରେ ମରିଗଲେ ୫୬ ଜଣ ଓ ଆହତ ହେଲେ ୨୫୦। ୨-ଆଜି ବାରିପଦା ନିକଟ ବାଙ୍କିଶୋଳାଠାରେ ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଠାରେ ପାଠ ପଢିବେ ୧୫ଶହ ଆଦିବାସୀ ଛାତ୍ରଛାତ୍ରୀ। ରହିବା ଖାଇବା ସଂପୂର୍ଣ୍ଣ ମାଗଣା। ୩-ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଜିଠୁ ଆହୁରି ୨ ରୁ ୩ ଡିଗ୍ରୀ […]

୧-ଜାନୁଆରୀ ୮ ଭାରତ ବନ୍ଦକୁ ସମର୍ଥନ କଲେ ବିଜେଡି ଓ କଂଗ୍ରେସ। ୨-ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ନିୟୂତ ଡଲାରର ପୁରସ୍କାର ଘୋଷଣା। ଆଣବିକ ଚୁକ୍ତିରୁ ଓହରିଲା ଇରାନ। ୪-ଏକାମ୍ର କ୍ଷେତ୍ରରେ ନିୟମ କଡ଼ାକଡ଼ି ; ନ ମାନିଲେ ୧୦୦ ଟଙ୍କା ଫାଇନ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ୍‌ । ୫-ପ୍ରକାଶ ପାଇଲା ଓଡିଶା ସିଭିଲ […]

୧-ଇରାକରେ ଆମେରିକାର ସାନି ଆକ୍ରମଣ,୬ ମୃତ। ଲାଲ୍ ପତାକା ଉଡ଼ାଇ ଇରାନର ଯୁଦ୍ଧ ଆହ୍ବାନ। ୨-ଆଜିଠାରୁ ପାଗରେ ପରିବର୍ତ୍ତନ : ତିନିଦିନ ପାଇଁ ଘନ କୁହୁଡି ସମ୍ଭାବନା। ୩-ଭୁବନେଶ୍ୱର: ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତି ପାଇଁ ୩ସରପଞ୍ଚ ନିଲମ୍ବିତ । ୪-ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଢ଼ିଲେ ନୂଆ ସଂଗଠନ ‘ଅଜିତା’, ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତୀକରଣରେ ସଂଗଠନ କରିବ କାମ। ୫-ଆସିଲା ନୂଆ ପିଆଜ,୭୦କୁ ଖସିଲା ଦର ହେଲେ […]

୧-ରବିବାର ଭାରତ – ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ ୨-ପାଞ୍ଚ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ। ୩-ପୁରୀ:ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ-ଶଙ୍କରାଚାର୍ଯ୍ୟ। ୪-ସେସୁ ପରେ ନେସ୍କୋ, ୱେସ୍କୋ ଏବଂ ସାଉଥ୍‌କୋକୁ ମଧ୍ୟ ଟାଟା ହାତକୁ ଟେକିବେ ସରକାର। ୫-ଝିପିଝିପି ବର୍ଷାକୁ ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା। ୬-2020 ଗଣନା: ଚିଲିକାରେ ୧୧ଲକ୍ଷ ପକ୍ଷୀ, ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଆସିଛନ୍ତି ୧୫୯୪ ପକ୍ଷୀ। ୭-କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା […]

■ ଟ୍ରେନ ଗୁଡିକର ସଠିକ ଚଳାଚଳ ସୂଚନା ପାଇବାପାଇଁ ଯାତ୍ରୀମାନେ ହେଲ୍ପଲାଇନ/ଅନୁସନ୍ଧାନ ନମ୍ବର – ୧୩୯ କୁ ବ୍ୟବହାର କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I ■ ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ I ■ ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ସଂରକ୍ଷା ନିୟମକୁ ପାଳନ କରି ଟ୍ରେନ ଚଳାଚଳ କରିବାକୁ ଏବଂ […]

୧-ନୂଆବର୍ଷରେ କୃଷକଙ୍କୁ ମୋଦୀଙ୍କ ଉପହାର, ଆସିଲା ପିଏମ୍ କିଷାନ ନିଧିର ୩ୟ କିସ୍ତି। ୨-ଭାରତୀୟ ଭଲିବଲ୍ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୩-ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର। ୪-ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା। ୫-ଆଧାର କାର୍ଡ ନାହିଁ ତ ଭତ୍ତା […]

■         ନିୟମିତ ଟ୍ରେନ ଭଳି ସ୍ୱତନ୍ତ୍ର ଟ୍ରେନ ପ୍ରତି ଯାତ୍ରୀମାନଙ୍କର ଆଗ୍ରହ ବଢୁଛି I   ■         ନିୟମିତ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡ଼ାଇବା ସହ ଯାତ୍ରୀମାନଙ୍କୁ ସୁବିଧାରେ ଯାତ୍ରାପାଇଁ ରେଳବାଇର ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା I   ■         ସୀତା ଋତୁରେ ପୂର୍ବତଟ ରେଳପଥ ଦ୍ୱାରା ଏବଂ ଏହାର ପରିସୀମା […]

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)- ନୂଆବର୍ଷର ପହିଲି ଦିନରେ ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଦର୍ଶନ କରିଛନ୍ତି, କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସେ ପ୍ରଶଂସା କରି କହିଛନ୍ତି ଯେ ସୌନ୍ଦର୍ଯ୍ୟକରଣରେ ବିଳମ୍ବ ହେଲେ ମଧ୍ୟ, ତଥାପି ଭଲ ହୋଇଛି ବୋଲି କହିଛନ୍ତି। ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ବାସ୍ତବ ବ୍ୟୁରୋ – ବର୍ଷ ଆରମ୍ଭରୁ ସରକାର ଅଣସବ୍‌ସିଡୀ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୧୯ ଟଙ୍କା ବୃଦ୍ଧି କରିଛନ୍ତି । ଏହା ୪ର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି। ଆଜିଠାରୁ ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନର ଅଣସବ୍‌ସିଡୀ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୧୪ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୬୯୫ ଟଙ୍କା ରହିଥିଲା। ସେହିପରି କଲକାତାରେ ନୂଆ ଦର ହିସାବରେ ଅଣସବ୍‌ସିଡୀ ରନ୍ଧନ […]

Breaking News

Pin It on Pinterest