ରଥଖଳାରୁ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ…

ବାସ୍ତବବ୍ୟୁରୋ:(ପୁରୀ) ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାଇ, ଆଜି ରଥଖଳାରୁ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୮ ଜଣଙ୍କୁ ମିଶାଇ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ଅଛନ୍ତି |

ରଥଖଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି, ଆଜି ଠାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ କାର୍ଯ୍ୟ ହେଉଛି । ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକ ଏସ.ପି ଚରଣ ସିଂ ମିନାଙ୍କ ଅଚାନକ ଚାନ୍ଦବାଲି ଗସ୍ତ ସହରରେ ଚେକ ପୋଷ୍ଟ ବୁଲି ଦେଖିବା ସହ କୋଭିଡ ସ୍ଥିତି ପରଖିଲେ ...

Fri May 21 , 2021
ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୨୧//୦୫//୨୦୨୧ : ଆଜି ଭଦ୍ରକ ଏସ. ପି .ଚରଣ ସିଂ ମିନା ଅଚାନକ ଚାନ୍ଦବାଲି ଗସ୍ତରେ ଆସି, ଚାନ୍ଦବାଲି ବଜାର ଓ ମତୋ ବଜାର ବୁଲି କୋଭିଡ଼ କଟକଣାର ସ୍ଥିତି ଅନୁଧ୍ୟାନ କରିଥିଲେ । ଦିନକୁ ଦିନ କରୋନା ପରିସ୍ଥିତି ଭୟଙ୍କର ରୂପ ନେଉଥିବାରୁ, ସାମାଜିକ ଦୂରତା ଓ ମାକ୍ସ ପରିଧାନ ଉପରେ ଗୁରୁତ୍ୱ ସହ ଅଯଥା ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ସିଂ। […]

You May Like

Pin It on Pinterest