ଲଗାତର ତୃତୀୟ ଦିନରେ ହନ୍ଦୱାଡ଼ାରେ ଗୁଳି ବର୍ଷା ! ୫ ସୁରକ୍ଷାକର୍ମୀ ସହିଦ୍

ଜାମ୍ମୁକାଶ୍ମୀର ହନ୍ଦୱାଡ଼ାରେ ଲଗାତର ତୃତୀୟ ଦିନରେ ଜାରି ରହିଛି ଏନକାଉଣ୍ଟର । ଜମ୍ମୁ କଶ୍ମୀର ହନ୍ଦଓ୍ବାଡାରେ ୩ ଦିନ ହେଲା ଲଗାତାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏବଂ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଆଜି ଏନ୍କାଉଣ୍ଟର ବେଳେ ଆତଙ୍କୀ ଗୁଳିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ୩ ଦିନ ମଧ୍ୟରେ ୩ ଜଣ ସିଆରପିଏଫ ଯବାନଙ୍କ ସହ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ସୀମାନ୍ତ ଅଞ୍ଚଳରେ ଗ୍ରାମବାସୀ ସୁରକ୍ଷା ଦେବା ପାଇଁ ସରକାର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜନଗର ରାଜନୀତି ! ଏଥର ବିଜେପି

Mon Mar 4 , 2019
କେନ୍ଦ୍ରାପଡ଼ା(ବାସ୍ତବ ଟିଭି): କଡ଼ ଲେଉଟାଇବ ‘ରାଜନଗର ରାଜନୀତି’ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନାରେ କେନ୍ଦ୍ରାପଡ଼ାର ‘ରାଜନଗର ରାଜନୀତି’ । ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ଜନତା ଦଳ ହେଇ କି କଂଗ୍ରେସରେ ରାଜୁତି କରିଆସୁଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ଗଡକୁ଼ ୨୦୦୯ରେ ଅକ୍ତିଆର କରିଥିଲେ ଅଲେଖ କୁମାର । ଯାହାକୁ ନେଇ ରାଜନଗର ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ରାଜନୀତି ସମୀକରଣ । ହେଲେ ୨୦୧୪ […]
BJP RAJANITI

You May Like

Pin It on Pinterest