ଲବ୍ ଅଗ୍ରୱାଲଙ୍କ ରିପୋର୍ଟ,କୋରୋନା ଆକ୍ରାନ୍ତ ର ଗତୀ ୪୦% ହ୍ରାସ ପାଇଚି ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ…..

କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି । ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ । ଲକ୍ ଡାଉନ ସମୟରେ ଲୋକମାନେ ହଇରାଣ ହେଉଛନ୍ତି ତେଣୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା ନିୟନ୍ତ୍ରଣରେ ରଖାଯାଇଛି ।ଦେଶରେ କରୋନାରୁ ୧୩.୬% ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବତ୍ତର୍ମାନ ସୁଦ୍ଧା ୪୩୭ ଲୋକଙ୍କ ମୃତ୍ୟୁ ହୋଇଛି । ୨୪ଘଣ୍ଟାରେ କରୋନାରେ ୨୩ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ୧୦୦୭ ନୂଆ କେସ୍ ସାମ୍ନାକୁ ଆସିଛି । ଏଯାଏଁ ୧୭୪୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣର ବେଗ ଧିରେ ଧିରେ କମିଛି । ଦେଶରେ କରୋନାରେ ୮୦% ରୋଗୀ ସୁସ୍ଥ ହେଉଛନ୍ତି । କରୋନା ଗ୍ରୋଥ ଫ୍ୟାକ୍ଟର ୪୦% ହ୍ରାସ ପାଇଛି । 

ଆଜିହିଁ ଡାଉନ୍ ଲୋଡ୍ କରନ୍ତୁ bastabtv APP

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Apr 18 , 2020
୧-UGC ପକ୍ଷରୁ ଅଧ୍ଯକ୍ଷ ଓ କୁଳପତିଙ୍କୁ ଚିଠି: ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଜାରି ହେବ ନିୟମାବଳୀ। ୨-ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର:୧୮୦୦୧୦୨୫୧୬୬ ୩-ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା। ୪-ଭୁବନେଶ୍ୱର:ସେବା ଯୋଗାଇପାରିବେ ଓଲା ଓ ଉବେର, କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା […]

You May Like

Pin It on Pinterest