୭ ରାଜ୍ୟର ୧୩ ବିଧାନସଭା ଆସନରେ ଭୋଟ ଗଣତି
–୧୩ ଆସନରୁ ୫ ଆସନରେ ଆଗୁଆ ଚାଲିଛି କଂଗ୍ରେସ
–ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗୁଆ Congress
-ପଶ୍ଚିମବଙ୍ଗର ୪ଟି ଆସନରେ ଆଗୁଆ TMC
–ମାତ୍ର ଗୋଟିଏ ଆସନରେ ଆଗୁଆ BJP
-ପଞ୍ଜାବର ଗୋଟିଏ ଆସନରେ ଜିତିଲା ଆମ୍ ଆଦମୀ ପାର୍ଟି .
Mon Jul 15 , 2024
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧିନରେ ଥିବା କଟକ ଦରଘା ବଜାର ଥାନା କୁ ଏକ ବଡ ସଫଳତା ମିଳିଛି। ହସ୍ତଗତ ହୋଇଥୂବା ଖବର ଅନୁଯାୟୀ କଟକ ନିମସାହି ର ବାସିନ୍ଦା ମହମ୍ମଦ ଆଜାର୍ ଏକ ବ୍ୟାଙ୍କ ଠକାମୀ ର ଶିକାର ହୋଇଥୂବା ନେଇ ସ୍ଥାନୀୟ ଦରଘା ବଜାର ଥାନା ରେ ତା ୧୩/୦୭/୨୦୨୪ ରିଖ ଦିନ ଏକ ଏତାଲା ଦାୟର କରିଥିଲେ। ଏହି ଏତଲାକୁ ଭିତ୍ତିକରି ଦରଘାଵଜାର […]