ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ସଂକ୍ରମିତ…

Photo: social media

ବାସ୍ତବବ୍ୟୁରୋ: ନୂଆଦିଲ୍ଲୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରତିଦିନ ୨୦ ହଜାର ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ,।ଆଜି ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ଆଇସୋଲେସନ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି।

ଦିଲ୍ଲୀ ସରକାରଙ୍କ ୱେବସାଇଟରେ ପୋଷ୍ଟ ରିପୋଟ ଅନୁଯାୟୀ, ମଙ୍ଗଳବାର ସକାଳେ ୧୯ ହଜାର ୬୦୪ କୋଭିଡ ବେଡ଼ ମଧ୍ୟରୁ ୩୧୮୬ ବେଡ଼ ଖାଲି ଥିଲା, ଏବଂ ୧୬ ହଜାର ରୋଗୀଙ୍କ ଚିକିତ୍ସା ଚାଲିଛି। କରୋନା ସଂକ୍ରମଣ ବୃଦ୍ଧି ହେତୁ ଦିଲ୍ଲୀ ସରକାର ଆସନ୍ତା ସୋମବାର ଯାଏଁ ଲକଡାଉନ ଘୋଷଣା କରିଛନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଦିଲ୍ଲୀରେ ୪୪୩୭ ଆଇସିୟୁ ବେଡ୍ ଥିବାବେଳେ ୪୩୯୫ ବେଡ଼ରେ ରୋଗୀଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି..

Wed Apr 21 , 2021
ବାସ୍ତବବ୍ୟୁରୋ: ଭୁବନେଶ୍ୱର:ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କ ଦାବି ଓ କରୋନା ସଂକ୍ରମଣକୁ ନଜରରେ ରଖି, ଶେଷରେ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି |ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ଆଧାରରେ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବ। ଯଦି ମିଳିଥିବା […]

You May Like

Pin It on Pinterest