ସଚିନ ତେନ୍ଦୁଲକର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାଗନେବା ପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ପାଇଁ ଖେଳିଥିଲେ…

ବାସ୍ତବବ୍ୟୁରୋ:ସଚିନ ତେନ୍ଦୁଲକର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାଗନେବାର ଦୁଇ ବର୍ଷ ପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ଦଳରେ ପ୍ରଥମେ ଫିଲଡିଂ କରିଥିଲେ |

ଏହା ୧୯୮୭ ମସିହାର କଥା ଭାରତ ପାକିସ୍ତାନ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ତେନ୍ଦୁଲକର ଫିଲଡିଂ କରିଥିଲେ ବୋଲି ,ଶନିବାରକୁ ୪୮ ବର୍ଷରେ ପାଦ ଦେଇଥିବା ସଚିନ ନିଜ ଆତ୍ମଜୀବନୀରେ ଏ କଥା କହିଛନ୍ତି | ସେ କହିଛନ୍ତିକି ଭାରତ ପାକିସ୍ତାନ ବନ୍ଧୁତ୍ୱ ମ୍ୟାଚ ରେ ମଧ୍ୟାନ୍ତର ପରେ ଜାଭେଦ ମିଆଁଦାଦ ଓ ଅବଦୁଲ କାଦିର ବିରତି ନେଇଥିବାରୁ ତାଙ୍କୁ ଫିଲଡିଂ କରିବାକୁ କୁହାଯାଇଥିଲା | ନିଜ ଦେଶ ବିପକ୍ଷରେ ତଥା ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସେ ଥିଲା ପ୍ରଥମ ମ୍ୟାଚ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗତ ୨୪ ଘଣ୍ଟାରେ ରାଜ୍ୟର ସଂକ୍ରମିତ ହାର କମିଛି...

Sun Apr 25 , 2021
ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ଲହରରେ ଦେଶ ତ୍ରାହି ତ୍ରାହି ଡାକୁଥିବାବେଳେ,ଚତୁର୍ଥ ଦିନ ପାଇଁ ରାଜ୍ୟରେ ୬ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେବି,ଗତ ୩ ଦିନ ଠାରୁ ସଂକ୍ରମିତ ହାର ଟିକେ କାମ ଅଛି | ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ୬,୧୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୪୬ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ, ୨୫୭୦ଟି ହେଉଛି ସ୍ଥାନୀୟ ବାସିନ୍ଦା । ସର୍ବାଧିକ […]

You May Like

Pin It on Pinterest