ଏବେ Google Pay କୁ ଟକ୍କର ଦେବMi Pay !

ନୂଆଦିଲ୍ଲୀ (ବାସ୍ତବ ଟିଭି): ଚାଇନାର ଏକ କମ୍ପାନୀ ‘ସାଓମି’ ଭାରତରେ ଲଞ୍ଚକଲା ‘ଏମଆଇପେ’ା ଏହା ସମ୍ପୁର୍ଣ୍ଣ ‘ଗୁଗୁଲ ପେ’ ପରି । ଏହାକୁ ଆପଣ ଠିକ୍ ଗୁଗୁଲ ପେ ପରି ବ୍ୟବହାର କରିପାରିବେ । ଯାକି ବର୍ତ୍ତମାନର ସମୟରେ ଗୁଗୁଲ ପେକୁ ଶକ୍ତ ଧକ୍କା ଦେବାକୁ ଯାଉଛି । ସବୁଠୁ ବଡ଼ କଥା ହେଉଛି ଏହି ଆପକୁ ବ୍ୟବହାର କରିବା ଦ୍ୱାରା Redmi Note 7 ଓ Mi TV ମଧ୍ୟ ଜିତି ପାରିବେ ।

ତେବେ ଆସନ୍ତୁ ଜାଣିବା କିପରି ପାଇପାରିବେ ଏମଆଇ ପେ ଦ୍ୱାରା ଫାଇଦା ଆସନ୍ତୁ ଜାଣିବା ।
ଏମଆଇ ପେ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କୁ MIUIର ନୂଆ ଅପଡେଟ୍‌ ଆପ୍‌କୁ ଇନ୍‌ଷ୍ଟଲ କରିବାକୁ ପଡ଼ିବ । ଏହି ଆପ୍‌ରେ QR କୋଡ୍‌ର ଅପସନ୍ ଦିଆଯାଇଛି, ଯାହାକୁ ସ୍କାନ୍‌ କରି ପେମେଣ୍ଟ କରାଯାଇପାରିବ।  ଏଥିରେ ମନି ସେଣ୍ଡ  ଓ ରିକ୍ୱେଷ୍ଟ କରିହେବ। ଏହାର ୟୁଜର ଇଣ୍ଟରଫେସ୍‌କୁ କମ୍ପାନୀ ବହୁତ ସରଳ ରଖିଛି। କମ୍ପାନୀ ମୁତାବକ MIUIରେ ଏହା ବେଶି ଭଲରେ କାମ କରିବ।

କମ୍ପାନୀ ମୁତାବକ ଆପଣଙ୍କ ପାଖରେ ସାଓମିର ଫୋନ୍‌ ଥିଲେ ଆପଣ ଏହାକୁ ଏସଏମଏସ୍‌ ଜରିଆରେ ବ୍ୟବହାର କରିପାରିବେ। ଏହାକୁ ୟୁଟିଲିଟି ବିଲ୍‌ ପେ ପାଇଁ ମଧ୍ୟ ବ୍ୟବହାର Keò_ûeòaû ij icÉ aòfþ c]ý ù_÷V Keò_ûeòùa û ଏହାକୁ କେବଳ ସାଓମି ସ୍ମାର୍ଟଫୋନ୍‌ରେ ହିଁ ବ୍ୟବହାର କରିପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି କମିଲା ସୁନା ଦର !

Wed Mar 20 , 2019
ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକ ମାନଙ୍କ ପାଲଁ ଖୁସିର ଖବର । ପୁଣି କମିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇବା ସାଙ୍ଗକୁ ଏହାର ସିଧାସଳଖ ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି । ୧୦ ଗ୍ରାମ ସୁନାର ଦାମ୍ ୨୮୦ ଟଙ୍କା କମିଥିବା ବେଳେ ୧କେଜି ରୁପାର ଦାମ୍ ୩୪୫ଟଙ୍କା କମିଛି । ଯାହାଫଳରେ ଏବେ ସୁନାର […]
gold

You May Like

Pin It on Pinterest