ଆଜିଠାରୁ FASTag ବାଧ୍ୟତାମୂଳକ…

ଆଜିଠାରୁ FASTag ବାଧ୍ୟତାମୂଳକ, କେବଳ ହାଇବ୍ରିଡ୍ ଲେନରେ ,ଫେବୃଆରୀ ୧୫ ପର୍ଯ୍ୟନ୍ତ ଗାଡ଼ି କ୍ୟାସ ଦେଇ ଯାଇ ପାରିବେ |

FASTag ସମୟସୀମା ସଂପର୍କରେ ସରକାର ଗାଡି ମାଲିକମାନଙ୍କୁ କିଛି ଆରାମ ଦେଇଛନ୍ତି | ବର୍ତ୍ତମାନ ଦେଶର ସମସ୍ତ ଚାରି ଚକିଆ ଯାନ ପାଇଁ ଫାଷ୍ଟାଗ୍ ସମୟସୀମା ୧୫ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି | ଏହାପୂର୍ବରୁ NHAI ତରଫରୁ କୁହାଯାଇଥିଲା ଯେ ଜାନୁୟାରୀ ୧ ରୁ ନଗଦ ଟୋଲ ସଂଗ୍ରହ ବନ୍ଦ ହେବ। କିନ୍ତୁ ବର୍ତ୍ତମାନ ଏହାର ସମୟସୀମା ବୃଦ୍ଧି କରାଯାଇଛି।

ଏହି ପରିପ୍ରେକ୍ଷୀରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଜାତୀୟ ରାଜପଥରେ ଟୋଲ ପ୍ଲାଜାର ହାଇବ୍ରିଡ ଲେନ ରେ ଫେବୃଆରୀ ୧୫ ପର୍ଯନ୍ତ ଫାଷ୍ଟାଗ କିମ୍ବା କ୍ୟାସ ମୋଡ ମାଧ୍ୟମରେ ଦେୟ ପ୍ରଦାନ କରାଯିବ। ମନ୍ତ୍ରଣାଳୟ କହିଛି ଯେ ଟୋଲ ପ୍ଲାଜାର ଫାଷ୍ଟାଗ୍ ଗାଡ଼ିରେ କେବଳ ଫାଷ୍ଟାଗ୍ ମାଧ୍ୟମରେ ଦେୟ ଗ୍ରହଣ କରାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ ମହିଷୀ ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ!

Fri Jan 1 , 2021
ବାସ୍ତବବ୍ୟୁରୋ: ପଞ୍ଜାବର ଲୁଧିଆନାରେ ଏକ ମହିଷୀର ନାମ ‘ସରସ୍ୱତୀ’ ରଖାଯାଇଛି। କାରଣ ଏହା ପ୍ରତି ‘ଲକ୍ଷ୍ମୀ’ଙ୍କ ସମ୍ପୂର୍ଣ୍ଣ ଅନୁଗ୍ରହ ରହିଛି। ଏହି ମହିଷୀ ର ମୂଲ୍ୟ ୫୧ ଲକ୍ଷ ଟଙ୍କା। ଲୁଧିଆନାର କୃଷକ ପୂଜା ସିଂ ଏହାକୁ ହରିୟାଣାର ହିସାରର ଜଣେ ଚାଷୀଙ୍କଠାରୁ ୫୧ ଲକ୍ଷ ଟଙ୍କାରେ କିଣିଛନ୍ତି। ଏହି ମହିଷୀ ପ୍ରତିଦିନ ୩୩ କିଲୋଗ୍ରାମ କ୍ଷୀର ଦେଇଥାଏ | ଆଶ୍ଚର୍ଯ୍ୟର କଥା ହେଉଛି,ଏହିମହିଷୀ ଟି ଜନ୍ମ ପୂର୍ବରୁ ମଧ୍ୟ […]

You May Like

Pin It on Pinterest