ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜାରି…

Photo Bastab media

ବାସ୍ତବବ୍ୟୁରୋ: (ବରୀ) ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ରଘୁନାଥପୁର ପଂଚାୟତରେ ସୂଚନା ଅନୁସାରେ ରଘୁନାଥପୁର ଗାଁ ର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକରେ ଘର କରି ରହୁଥିଲେ ଗୋବିନ୍ଦ ବେହେରାଙ୍କ ପୁଅ ଗୌରାଙ୍ଗ ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ରସିଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳେ ପୋଲିସ ପହଂଛି ଶବ ବେବିଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଜଣାପଡିଛି ପୋଲିସ ତଦନ୍ତ ଜାରି ରହିଛି ।.

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୁନ୍ଦୁରା ଛକ ନିକଟରେ ଭାରସ୍ୟମ ହରାଇ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ଥ ୫ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ...

Sun Jun 13 , 2021
ବାସ୍ତବବ୍ୟୁରୋ:(କୋଣାର୍କ)- ଆଜି ଅପରାହ୍ନରେ କୋଣାର୍କ -ଭୁବନେଶ୍ୱର ର ମୁଖ୍ୟ ରାସ୍ତା ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ବିରଭଦ୍ର ନାୟକ, ସୁଭାଶିନୀ ସାମନ୍ତରାୟ, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ଙ୍କ ସହ ଡ୍ରାଇଭର କାଳନ୍ଦୀ ସାହୁ ଗତକାଲି ଏକ ଧଳା ରଙ୍ଗର ବୋଲେରୋ (ନମ୍ବର) OD 02 BG 6181 ରେ ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ର ପଦିନିପଦା ଗାଁ କୁ […]

You May Like

Pin It on Pinterest