
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଉତ୍ତର ମୁଖୀ ବସ୍ତିରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି, ଯାହାକି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଣ୍ଡା ରେ ଆକ୍ରମଣ ହୋଇଥିବାବେଳେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି, ମୃତ ଯୁବକ ଜଣକ ଙ୍କ ହେଲେ ଚନ୍ଦନ ପ୍ରଧାନ, ଖବର ପାଇ ବଡବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ପଠାଇଛନ୍ତି, ଓ ଆହତ ଯୁବକଙ୍କ ବୟାନ କୁ ଆଧାର କରି ପୋଲିସ ଅଭିଯୁକ୍ତ ଙ୍କୁ କାବୁ କରିବା ନିମନ୍ତେ ତନାଘନା ଚଳାଇଛି ା