ଖୁବଶିଘ୍ର ପୁରୀରେ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର…

photo:social media

ବାସ୍ତବବ୍ୟୁରୋ:( ପୁରୀ) ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା,ଖୁବ ଶୀଘ୍ର ଫଳପ୍ରଦ ହେବାକୁ ଯାଉଛି |ଆଜି ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲିଦେଖିଛନ୍ତିଏୟାରପୋର୍ଟ ଅଫ ଇଣ୍ଡିଆ ଅଥରିଟିର ଟିମ୍ ।ଖୁବଶିଘ୍ର ପୁରୀରେ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ।

ବିମାନ ବନ୍ଦର ପାଇଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା । ଏୟାରପୋର୍ଟ ଅଫ ଇଣ୍ଡିଆ ଅଥରିଟିର ଟିମ୍ ଜମି ଦେଖିବା ପରେ ପରବର୍ତ୍ତୀ ରୂପ ରେଖ ପ୍ରସ୍ତୁତ ହେବ । ଟିମ୍ ସହ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ତୃତୀୟ ଦିନ, ଜୁଆ ଆଡ୍ଡା ଉପରେ ଚଢାଉ ୮ ଗିରଫ...

Thu Jun 17 , 2021
ବାସ୍ତବବ୍ୟୁରୋ:ଚୌଦ୍ୱାର,(ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ତୃତୀୟ ଦିନ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ପୌରପାଳିକାର ପରିଡାସାହି ସରଦେଇମନ୍ଦିର ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ସୂଚନା ପାଇ ଏ.ଏସ୍‌.ଆଇ ଦରବାରି ନାୟକ ସେଠାରେ ଚଢାଉ କରିଥିଲେ । ଜରି କମ୍ବଳ ଉପରେ ଏଲ୍‌ଇଡି ଲ୍ୟାମ୍ପ ଲଗାଇ ୮ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ […]

You May Like

Pin It on Pinterest