ଗଂଜାମ ଜିଲ୍ଲା ଆସିକା ଥାନା ମଙ୍ଗଳପୁର ଗାଁରେ ଆଜି ଏକ ଜଘନ୍ଯ ହତ୍ୟାକାଣ୍ଡ..

ବାସ୍ତବବ୍ୟୁରୋ:(ଗଞ୍ଜାମ)ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନସ୍ଥ ମଙ୍ଗଳପୁର ଗାଁରେ ଆଜି ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଯାହାକି ଏହି ହତ୍ୟାକାଣ୍ଡ ଖୋଦ ସାନ ଭାଇ ବଡ ଭାଇ କୁ ଏକ କାତିରେ ହାଣି ହତ୍ୟା କରିଥିବା ଜଣାପଡିଛି । ମୃତକ ବଡ ଭାଇ ସଞ୍ଜୟ ପ୍ରଧାନ ବୋଲି ଜଣାପଡିଥିବା ବେଳେ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ସାନ ଭାଇ ଫେରାର ହୋଇ ଯାଇଛି ।

ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏହାକୁ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ର ଅସଲ କାରଣ ଏବେ ବି ଅସ୍ପଷ୍ଟ ରହିଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ଅନୁମାନ କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ଦ୍ୱାରା ଚାରା ବଣ୍ଟନ...

Fri Jun 18 , 2021
ବାସ୍ତବବ୍ୟୁରୋ:(ଜଳେଶ୍ୱର)‘ବୃକ୍ଷ’ହିଁ ଜୀବନ’ଏହି ବାର୍ତା କୁ ନେଇ ଆଗେଇ ଆସିଛନ୍ତି, ବାଲେଶ୍ବର ଜିଲ୍ଳା ଜଳେଶ୍ୱରର ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର | ଅନେକ ସାମାଜିକ ସଂଗଠନ ଅନେକ କାଯ୍ୟକ୍ରମ କରନ୍ତି କିନ୍ତୁ,ଏହି ସାମାଜିକ ସଂଗଠନ ତାର ବାର୍ଷିକ ଉତ୍ସବ ରେ ଏମିତି ଏକ ବାର୍ତା ଲୋକମାନଙ୍କୁ ଦେଇଛନ୍ତି ସଚେତନତା ର ବାର୍ତ୍ତା | କୋରାନ ମହାମାରୀର ତାଣ୍ଡବ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ, ଅକ୍ସଇଜେନ […]

You May Like

Pin It on Pinterest