ଆଜିର ଖାସ୍ ଖବର

୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ।

୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ।
ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି ।

୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର।

୪-ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର କୃଷ୍ଣପ୍ରିୟା ୫୪ ବର୍ଷର ମିସେସ୍‌ ଇଣ୍ଡିଆ କ୍ରାଉନ୍‌ ଜିତିଲେ।

୫-କନ୍ଧମାଳରେ ପହିଲି ଶୀତର ପରଶ, ସର୍ବନିମ୍ନ ପାରଦ ୧୩, ଦାରିଙ୍ଗବାଡି ଚଳଚଞ୍ଚଳ।

୬-ଅଯୋଧ୍ୟାରେ ଜାରି ହେଲା ୧୪୪ ଧାରା, ଆଗାମୀ ପର୍ବପର୍ବାଣୀ ଲାଗି କଟକଣା ଲାଗୁ କଲେ ଡିଏମ।

୭-୧୬ସୁଦ୍ଧା ଓଡ଼ିଶା ଛାଡିପାରେ ମୈ।ସୁମୀ ।

୮-ମୁଖାଗ୍ନୀ ଦେବା ସମୟରେ କୋକେଇରୁ ଜିଇଁ ଉଠିଲା ଶବ, ସୋରଡ଼ା ହରିପୁର ଗାଁରେ ଆଶ୍ଚର୍ଯ୍ୟଜନକ ଘଟଣା।

୯-ସୁନ୍ଦରଗଡ଼:ମହଙ୍ଗା ପଡ଼ିଲା ଅବହେଳା; ନିଲମ୍ବିତ ହେଲେ ସିଡିଏମ୍ଓ ଡା. ପଙ୍କଜ ପଟେଲ।

୧୦-ସୈ।ରଭ ଗାଙ୍ଗୁଲି ହେବେ BCCI ସଭାପତି।

୧୧-ଅଷ୍ଟ୍ରେଲିଆ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଲା ଭାରତ- ପୁନେ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିରାଟ ବିଜୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୟାଗଡ଼ ଜିଲ୍ଲାକୁ ଆଉ ଏକ ଟ୍ରେନ୍

Mon Oct 14 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) – ଏ ମାସ ୧୫ ତାରିଖରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର […]

You May Like

Pin It on Pinterest