
ବାସ୍ତବବ୍ୟୁରୋ:(ଜଳେଶ୍ୱର)ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମରଦିଗି ଗ୍ରାମରେ ଗତ କାଲି ବିଳମ୍ବିତ ରାତି ରେ ପୋଲିସ ଚଢ଼ାଉ କରି ୨୩ ଲିଟର ବିଦେଶୀ ମଦ ଏକ ଘରୁ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଦଶହଜାର ହେବ ଅଭିଯୁକ୍ତ ଫେରାର, ଏ ସମ୍ପର୍କରେ୪୩/୨୧ ରେ ଏକ ମାମଲା ରୁଜୁ କରିଛି ରାଇବଣିଆ ପୋଲିସ୍।



