
ବାସ୍ତବବ୍ୟୁରୋ:(ଗଞ୍ଜାମ)ମହାମାରୀ କରୋନା ପ୍ରଥମ ଲହର କଥା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିଲେ ାଯାହା ହେଉ ସରକାର ସାଧାରଣ ଜନତାଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନେଇଥିବା ଏଭଳି ପଦକ୍ଷପ କୁ ଅତି ପ୍ରସଂସା ଯୋଗ୍ୟ କୀନ୍ତୁ ଗତ ବର୍ଷ ଦିର୍ଘ ୭ ମାସ ଗଞ୍ଜାମ ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ କରାଯାଇଥିଲା ।ବର୍ତ୍ତମାନ କୋରନା ର ଦୁତୀୟ ଲହରୀ ସେହିଭଳି ତିନିମାସ ହେଲା ବସ ଚଳାଚଳ ବନ୍ଦ କରାଯାଇଛି ।
ଏମିତି ଦେଖିବାକୁ ଗଲେ ବହୁ ଗାଡି ମାଲିକ କିମ୍ବା କର୍ମଚାରି ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଈଛନ୍ତି ା ଗାଡି ଚଳାଚଳ ଥିଲା ତାଙ୍କର ଏକମାତ୍ର ରୋଜଗାର ା ଯାହା ସେଥିରେ ରୋଜଗାର ହୁଏ ପରିବାର ଚଳାନ୍ତି ଓ ବ୍ୟାଙ୍କ ରୁଣ ପରିଶୋଧ କରନ୍ତି ା ଯାହାଫଳରେ କରୋନା ମହାମାରି ତାଙ୍କର ଜୀବିକା କୁ ଛଡାଇନେଇଛି ା ଯାହାଫଳରେ ଶରକାରି ଶହାୟତା କିଛୀ ପାଇବା ଆସାରେ ଆଜି ବସ କର୍ମଚାରୀ ମାନେ ବର୍ତ୍ତମାନ ବ୍ରହ୍ମପୁର ଆର ଡି ସି ସାମ୍ନାରେ ଧାରଣା ଦେଇ ଆର ଡି ସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି ।
କର୍ମଚାରୀଙ୍କ ଦାବି ହେଉଛି ବସ କର୍ମଚାରୀ ମାନଙ୍କୁ ମାସିକ ୫୦୦୦ ଟଙ୍କା ପରିବାର ଚଳାଇବା ଏବଂ ଲେବରକାଡ ଏବଂ ଇ ପି ଏଫି ଦେବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ସାରା ଓଡ଼ିଶାର କର୍ମଚାରୀ ମାନେ ଚକାଜାମ କରିବାର ଚେତାବନି ଦେଇଛନ୍ତି ।



