ମହାନଦୀରୁ ଅଜଣା ଯୁବକ ଙ୍କ ମୃତ ଦେହ ଉଦ୍ଧାର…

ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) କଟକ ବିଡାନାସୀ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟ ନଈରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀ ।ଆଜି ସକାଳେ ଏକ ଅଜଣା ଲୋକ ଭାସୁଥିବା ର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ସେ ମୃତ ବୋଲି ସ୍ପଷ୍ଟ ହୋଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।ତେବେ ମୃତକର ପରିଚୟ ମିଳିପାରି ନଥିବାବେଳେ ସ୍ଥାନୀୟ ଥାନାକୁ ଖବର ଦେଇଛି ଦମକଳ ବାହିନୀ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠା ଯାଇଥିବାବେଳେ ମୃତକଙ୍କ ପରିଚୟ ଏବେ ଖୋଜୁଛି ପୋଲିସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୁଲାଇ ୧ରୁ ଦୋକାନ ଆଗରେ ଟିକା'ନେବାର ପ୍ରମାଣ ନହେଲେ ଦୋକାନ ବନ୍ଦ...

Tue Jun 22 , 2021
ବାସ୍ତବବ୍ୟୁରୋ:(ଗଞ୍ଜାମ) ଏବେ ଗଞ୍ଜାମ ଜିଲ୍ଲାରେ ଟିକାକରଣ ଜୋରଦାର ଚାଲିଛି । ଦୈନିକ ୫୦ ହଜାର ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । କୋଭିଡର ତୃତୀୟ ଲହରି କୁ ଆଖିରେ ରଖି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି । ଗଂଜାମ ଜିିଲ୍ଲାପାଳ ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଦୋକାନୀମାନେ ଟିକା ନେବାପରେ, ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର କୁ ଦୋକାନ […]

You May Like

Pin It on Pinterest