ସିସି ଟିଭି କ୍ୟାମେରା ରେ ମହାବଳ…

ବ୍ରହ୍ମପୂର୍ ଗଜପତି ନଗର ଏମକେସିଜି ମେଡିକାଲ ପ୍ରଫେସର୍ ଙ୍କ ଘରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ଜଂଗଲୀ ବାଘ ର ଦୃଶ୍ୟ କୟେଦ ହୋଇଛି ।

ସାରା ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେଇଛି । ବାହାରକୁ ବାହାରିବା ପାଇଁ ଲୋକମାନଙ୍କ ମନରେ କୋକୁଆ ଭୟ । ହେଲେ ଏପର୍ଯ୍ୟନ୍ତ କୌଣସି ସରକାରୀ ପଦକ୍ଷେପ ନିଆଯାଇନାହିଁ ।
ବାସ୍ତବ ବ୍ୟୁରୋ ବ୍ରହ୍ମପୁର

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Oct 15 , 2019
୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି। ୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ। ୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP। ୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। ୫-ପୁଣି ଜଣେ ଭାରତୀୟ ଆମେରିକୀୟ […]

You May Like

Pin It on Pinterest