ବାସ୍ତବବ୍ୟୁରୋ:ଜଳେଶ୍ୱର(ନବୀନ ସାହୁ) ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ କରେଇ ଦବା ନେଇ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ରାଇବାଣିଆ ଥାନା ଅନ୍ତର୍ଗତ ମାଳିପାଳ ଗାଁରେ କିଛି ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା the royel bank of scotland ବ୍ୟାଙ୍କ ରୁ ଲୋନ କରାଇ ଦବା କହି ଭେଲୋରା ଅଞ୍ଚଳରେ ଜୈନିକ ମହିଳା ଲୋକ ମାନଙ୍କ ଠାରୁ ୩୦୦ ରୁ ୫୦୦ ଟଙ୍କା ପର୍ଯନ୍ତ ଆଦାୟ କରିଛନ୍ତି । ତେବେ ଗ୍ରାମର କିଛି ଲୋକେ ସମ୍ପୃକ୍ତ ମହିଳାଙ୍କ ପରିଚୟ ପତ୍ର ମାଗିଥିଲେ । ମାତ୍ର ମହିଳା ଜଣଙ୍କ ତାଙ୍କର ପରିଚୟ ଦେଇ ପାରିନଥିଲେ ଯାହାକୁ ନେଇ ଗ୍ରାମର ଲୋକମାନେ ତାଙ୍କୁ ଅଟକ ରଖିଛନ୍ତି ।
Next Post
ଆଜିର ଖାସ୍ ଖବର
Thu Jun 24 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକୁ […]


