ଭାରତୀୟ ଜନତାପାର୍ଟି କେନ୍ଦ୍ରାପଡା ଜିଲ୍ଲାର, ବିଭିନ୍ନ ନିର୍ବାରଚନମଣ୍ଡଳୀ ଆଇଟି ସେଲ ସଂଯୋଜକ ନିଯୁକ୍ତି…

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ରାଜ୍ୟରେ ଭାରତୀୟ ଜନତାପାର୍ଟି ନିଜର ସ୍ତିତି ମଜଭୁତ କରିବାର ଚେଷ୍ଟା ଜାରି ରଖିଛି |ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପ୍ରତି ଜୋର ଦେଇଛି |ଏହି ପରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ, ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରତେକ ନିର୍ବାଚନ ମଣ୍ଡଳୀ ପାଇଁ ଆଇଟି ସେଲ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି |

ଖବର ଅନୁଯାଇ ରାଜ୍ୟ ଆଇଟି ସେଲ ମୁଖ୍ୟ ସୋୟମ ପ୍ରକାଶ ବରାଳ ଓ ଜିଲ୍ଲା ସଭାପତିଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଆଇଟି ସେଲ ସଭାପତି ମୁକ୍ତିକାନ୍ତ ସ୍ୱାଇଁ,ବିଭିନ୍ନ ନିର୍ବାରଚନମଣ୍ଡଳୀର ଆଇଟି ସେଲ ସଂଯୋଜକ ନିଯୁକ୍ତି ଦେଇଛନ୍ତି | ଯଥା ଆଳି ନିର୍ବାଚନ ମଣ୍ଡଳୀ ପାଇଁ ଜଗନ୍ନାଥ ସାମଲ,ରାଜନଗର ପାଇଁ ଦିନେଶ କୁମାର ଦାସ,ମହାକାଳପଡ଼ା ରଶ୍ମି ରଞ୍ଜନ ସାମଲ,ପାଟକୁରା ଅବିନାଶ ସ୍ୱାଇଁ ଓ କେନ୍ଦ୍ରାପଡା ପାଇଁ ଦୀପକ ମହାପାତ୍ର ଙ୍କୁ ଚୟନ କରିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୦୮ ଗରା ସୁବାଷିତ ଜଳରେ ହେଲା ବାବା ଆଖଣ୍ଡଳମଣି ମହାସ୍ନାନ, 'ପଞ୍ଚାନନ ବେଶରେ ଦର୍ଶନ ଦେଲେ ବାବା'

Thu Jun 24 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆଜି ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂଣ୍ଣିମା । ଏଥିପାଇଁ ଦିନତମାମ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ବାର ଫିଟାଯିବା ପରେ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ଫୁଲ, ବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ପଞ୍ଚ ଉପଚାରରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା | […]

You May Like

Pin It on Pinterest