୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି।
୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ।
୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP।
୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍ଭେନ୍ସନ।
୫-ପୁଣି ଜଣେ ଭାରତୀୟ ଆମେରିକୀୟ ଅଭିଜିତ୍ ବାନାର୍ଜୀ ଓ ତାଙ୍କ ସ୍ତ୍ରୀଙ୍କୁ ମିଳିଲା ଅର୍ଥନୀତି ପାଇଁ ନୋବେଲ।
୬-ଭୁବନେଶ୍ବରରେ ବଢ଼ିବ ହୋଲଡିଂ ଟ୍ୟାକ୍ସ, ପିଛିଲା ଭାବେ ଏପ୍ରିଲ, ୨୦୧୯ରୁ ଏହାକୁ ଲାଗୁ କରିବାକୁ ନିଷ୍ପତି।
୭-OTET ପରୀକ୍ଷାରେ ଅନିୟମିତତା ଅଭିଯୋଗ, ପ୍ରତିବାଦରେ କଟକ ବୋର୍ଡ ଅଫିସ୍ ଘେରିଲେ ଶତାଧିକ ଆଶାୟୀ।
୮-ଧନୀ ତାଲିକାରେ ୧ ନମ୍ବର, ଦାନୀ ତାଲିକାର ୩ୟ ସ୍ଥାନରେ ମୁକେଶ ଅମ୍ବାନି।
୯-ପ୍ରେମିକା ଥିଲା ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ, କଟକ ଚୌଦ୍ୱାର ଏନ୍କାଉଣ୍ଟର ଘଟଣାରେ ଡିସିପିଙ୍କ ବଡ ଖୁଲାସା।
୧୦-ଭୁବନେଶ୍ୱର:ନବମ ଶ୍ରେଣୀ ଛାତ୍ର କାରରେ ବସି ସିଗାରେଟ୍ ଟାଣୁଥିଲା।ଅଧାଜଳା ସିଗାରେଟ୍ କାରରେ ଫୋପାଡି ଆସିଲା ପରେ ୩ ଟା କାର ଜଳିଗଲା।
୧୧-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୧୯ ଉଦଘାଟିତ, ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୯ ପ୍ରତିଶତ ବଢିଛି।


