ଏଥିପାଇଁ ଦାୟୀ କିଏ ?ଟୀକା ନେବାପାଇଁ ଆସି ୪ ଦିନ ହେଲା ଫେରୁଛନ୍ତି ଲୋକେ,ଅବ୍ୟବସ୍ଥାରେ ଚାଲିଛି ଭଦ୍ରକରେ ଟୀକାକରଣ…

ବାସ୍ତବବ୍ୟୁରୋ:(ଭଦ୍ରକ) ଥମୁନି ଟୀକା କରଣର ଉତେଜନା । ପ୍ରଶାସନ ପକ୍ଷରୁ ସଠିକ ସୂଚନା ମିଳୁନାହିଁ । ଯାହାଫଳରେ ଲୋକେ ଅନଲାଇନ ଅଫ ଲାଇନ ରେ ଛନ୍ଦି ହୋଇ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସୂଚନାରୁ ପ୍ରକାଶ ଭଦ୍ରକ କଲେଜ ସ୍ଥିତ ଟୀକା କେନ୍ଦ୍ରରେ ସକାଳ ଚାରି ଘଟିକାରୁ ବିନା ବୂକିଙ୍ଗ ରେ ଲୋକେ ଧାଡ଼ିରେ ଠିଆ ହେଲା ପରେ ଟୀକା କେନ୍ଦ୍ରର କର୍ମକର୍ତ୍ତା ଆସି ସକାଳ ୧୦ ଘଟିକା ସମୟରେ ଅଫଲାଇନରେ ଠିଆ ହୋଇଥିବା ଲୋକଙ୍କୁ ଫେରାଇ ଦେଇଥିଲେ । ଅଭିଯୋଗ ଆସିଛି କୌଣସି ପ୍ରଚାର ପ୍ରସାର ନକରି ସିଧା ସଳଖ ଫେରାଇ ଦେବା କେତେ ଦୂର ଯୁକ୍ତିଯୁକ୍ତ । ଏଥିପାଇଁ ଦାୟୀ କିଏ ପଚାରିବାରୁ ଆଡିସିନାଲ ତହସିଲଦାର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୫୧୦ ଗ୍ରାମର ଧଳା ଜହର ପୁଣି ଜବତ କଲା ଭଦ୍ରକ ପୋଲିସ...

Sat Jun 26 , 2021
ବାସ୍ତବବ୍ୟୁରୋ:ଭଦ୍ରକ ପୁଣି ୫୧୦ ଗ୍ରାମର ଧଳାଜହର ଜବତ କରିଛି ଭଦ୍ରକ ପୋଲିସ,ପ୍ରାୟତଃ ପ୍ରତ୍ବେକ ଦିନ ଭଦ୍ରକ ପୋଲିସ ତରଫରୁ ବ୍ରାଉନ ସୁଗାର ଜବତ କରାଯାଉଛି,ସୂଚନା ଥାଉକି ଗତ ୨୩-୬ ୧୧୨ ରେ ଉପଖଣ୍ଡ ଆରକ୍ଷିଅଧିକ୍ଷକ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଜବତ ହୋଇଥିବା ୧୧୨ ଗ୍ରାମ ଧଳାଜହର ବାବଦରେ କହିଥିଲେ | ଗତକାଲି ଦିନ ୧୨-୩୦ ରେ କୋଭିଡ କଟକଣାକୁ ନେଇ ଜିଲ୍ଲା ପୋଲିସ ତରଫରୁ ଭଦ୍ରକ […]

You May Like

Pin It on Pinterest