ବାସ୍ତବବ୍ୟୁରୋ:(ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବଜାରପୁର ପଂଚାୟତ ରାଜଘରପୁର୍ ଗାଁର ସଳେନ୍ଦ୍ର ନାରାୟଣ ସଂସ୍କୃତି ବିଦ୍ୟାଳୟର ସରକାରୀ ସଂସ୍କୃତ ଶିକ୍ଷକ ଜଗତ୍ ଜୀବନ ମହାପାତ୍ରଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ସୁଣିବା ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ , ଶିକ୍ଷୟତ୍ରୀ ମହଲରେ ଶୋକର ଲହରୀ ଖେଳିଯାଇଛି । ଶ୍ରୀ ମହାପାତ୍ର ଜଣେ ଛାତ୍ର ବଛଳ ଶିକ୍ଷକ,ପୁଜକ,ପଣ୍ଡିତ,ପରଉପକାରୀ, ଓ ଧର୍ମ ପରାୟଣ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ଖବର ଘଂଟେଶ୍ଵର ଅଂଚଳରେ ଆଜି ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ସ୍ଥାନୀୟବାସୀ ।
Next Post
ସାପ କାମୁଡାରେ ଯୁବକର ମୃତ୍ୟୁ...
Mon Jun 28 , 2021
ବାସ୍ତବବ୍ୟୁରୋ:(କଳାହାଣ୍ଡି)ସାପ କାମୁଡା ରେ ଯୁବକ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଠଘରl ଗ୍ରାମ ର ବିରକl ମାଝୀ ଙ୍କ 37 ବର୍ଷ ପୁଅ ମୀନକେତନ ମାଝୀ ରାତି ରେ ସୋଇ ଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା l ଫଳରେ ପ୍ରଥମେ ତାଙ୍କୁ ଥୁଆମୂଳ ରାମପୁର ଚିକତ୍ସାଲୟ ନେଇଥିଲେ ସେଠାରେ ତାଙ୍କର ଅବସ୍ଥା ସଂକତାପର୍ଣ୍ଣ ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଥିଲା […]
