ଆଜିର ଖାସ୍ ଖବର

୧-ଭୁବନେଶ୍ୱରକୁ ଆର୍ମି ପରୀକ୍ଷା ପାଇଁ ଆସିଥିବା ଅଣଓଡ଼ିଆ ପରୀକ୍ଷାର୍ଥୀମାନେ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟକୁ ଜବରଦସ୍ତ ଧସେଇ ପଶିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି । ଷ୍ଟେସନରେ ଲାଠିମାଡ।

୨-ବାର ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା।୮ଦିନ ଧରି ଚାଲିବ।ଷ୍ଟଲରେ ପଲିଥିନ ମନା।

୩-୨୦ ବର୍ଷ ଶାସନ ପରେ ସରକାରଙ୍କର 5T ମନେପଡ଼ିଲା, ଏହି ହାୱା ମାସେ, ଦୁଇ ମାସରେ ଥଣ୍ଡା ହୋଇଯିବନି ତ?: ଅପରାଜିତା

୪-ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ପାଳି, ଉଚ୍ଛେଦ ପୂର୍ବରୁ ଆରମ୍ଭ ହେଲା ମାପଚୁପ।

୫-ବିହାରୀ ଯୁବକଙ୍କ ଉତ୍ପାତ, ଆଇଜି ପାର୍କରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ପ୍ରତିବାଦ କରିବାରୁ ପିଟିଲେ, ଉଠାଇ ନେଲା ପିସିଆର ଭ୍ୟାନ୍।

୬-ଓଡ଼ିଶାରେ ବଢିଛି ଆତଙ୍କବାଦୀଙ୍କ ଗତିବିଧି , ୫ଟି ରେଳ ଷ୍ଟେସନର ସୁରକ୍ଷା ବଢିବ।

୭-ରାଉରକେଲା:ଟିକ୍‌ଟକ୍‌ ଭିଡିଓ ପାଇଁ ଦୁଇ ମହଲାରୁ ଖସିପଡ଼ି ଯୁବକ ଗୁରୁତର।

୮-୨୧ଟି ପ୍ରମୁଖ ବଡ ରାଜ୍ୟରୁ ଓଡିଶାର ସ୍ଥାନ ତଳଆଡୁ ତୃତୀୟ ,୫୭ % ପିଏଚସିରେ ନିୟମିତ ଡାକ୍ତର ନାହାନ୍ତି: ବିଜେପି।

୯-ହାପି ବାର୍ଥ ଡେ 🎂🎈 । ନବୀନଙ୍କୁ ଚାଲିଲା ୭୪,ଫୋନି ପାଇଁ ପାଳିବେନି ଜନ୍ମଦିନ।

୧୦-ଭୁବନେଶ୍ୱର:ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ଉଠାଇ ଆଇଆଇସି ସସ୍‌ପେଣ୍ଡ୍।

୧୧-ପାଲଘର – ମହାରାଷ୍ଟ୍ରର ପାଲଘରରେ ଏକ କୋଠାଘର ଭୁଶୁଡି ପଡିଛି । ଏକ ୪ ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡିଛି। ଏକ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌

Wed Oct 16 , 2019
ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର । ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ବାହାର ରାଜ୍ୟରୁ ଅନେକ ପରୀକ୍ଷାର୍ଥୀ ଟ୍ରେନ୍‌ରେ ଯାତାୟାତ କରିଥାଆନ୍ତି । ଏହି ସମୟରେ ଟ୍ରେନ୍‌ରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳିଥାଏ। ପରୀକ୍ଷାର୍ଥୀ କିପରି ସହଜ ଓ ସୁବିଧାରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ସେଥିପାଇଁ ଆଜିଠାରୁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିଛି। ପାସେଞ୍ଜର […]

You May Like

Pin It on Pinterest