ସାପ କାମୁଡାରେ ଯୁବକର ମୃତ୍ୟୁ…

ବାସ୍ତବବ୍ୟୁରୋ:(କଳାହାଣ୍ଡି)ସାପ କାମୁଡା ରେ ଯୁବକ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଠଘରl ଗ୍ରାମ ର ବିରକl ମାଝୀ ଙ୍କ 37 ବର୍ଷ ପୁଅ ମୀନକେତନ ମାଝୀ ରାତି ରେ ସୋଇ ଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା l ଫଳରେ ପ୍ରଥମେ ତାଙ୍କୁ ଥୁଆମୂଳ ରାମପୁର ଚିକତ୍ସାଲୟ ନେଇଥିଲେ ସେଠାରେ ତାଙ୍କର ଅବସ୍ଥା ସଂକତାପର୍ଣ୍ଣ ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଥିଲା l ତେବେ ଚିକିତ୍ସାଧୀନ ଅବସ୍ଥା ରେ ମିନକେତନ ମାଝୀ ଙ୍କ ଭବାନୀପାଟଣା ମୁଖ୍ୟ ଚିକତ୍ସାଳୟ ରେ ମୃତ୍ୟୁ ହୋଇଥିଲା l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମିସନରେଟ ପୁଲିସର ଚୌଦ୍ୱାରରେ ଜୁଆ ଆଡ୍ଡା ଉପରେ ଚଢାଉ : ୫ ଗିରଫ

Mon Jun 28 , 2021
ବାସ୍ତବବ୍ୟୁରୋ:(ଚୌଦ୍ୱାର,ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ଆଜି ସୋମବାର ସକାଳ ୧୧ଟା ବେଳକୁ ଚୌଦ୍ୱାର ପୌରପାଳିକାର ଅନ୍ତର୍ଗତ ହିଙ୍ଗୁଲାଇ ପଡିଆ ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚୌଦ୍ୱାର ପୋଲିସ ସେଠାରେ ଅଚାନକ ଚଢାଉ କରିଥିଲେ । ୫ ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ କାବୁ କରିବା […]

You May Like

Pin It on Pinterest