ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ମନ୍ଦିର ସମ୍ମୁଖରେ ରେ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ…

ବସ୍ତାବ୍ୟୁରୋ:(ପଟ୍ଟାମୁଣ୍ଡାଇ)ଆଜି ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସମ୍ମୁଖରେ ଶତାଧିକ ଛାତ୍ର ଛାତ୍ରୀ ଆଜି ମାଟ୍ରିକ ପରୀକ୍ଷା ଫଳ ରେ ଅସନ୍ତୁଷ୍ଟ ପ୍ରକାଶ ପାଇ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପିଲା ମାନଙ୍କ ର ଯୋଗ୍ୟତା ଭଲ ଥିବା ବେଳେ, ଯଦି ପରୀକ୍ଷା ହୋଇଥାନ୍ତା ସେମାନେ ବର୍ତ୍ତମାନ ବୋର୍ଡ ପରୀକ୍ଷା ଠାରୁ ଅଧିକା ନମ୍ବର ରଖିଥାନ୍ତେ ବୋଲି କ୍ଷୋଭ ପ୍ରଦର୍ଶନ କରିଛନ୍ତି |

ଆଗକୁ ପୁନର୍ବାର ପରୀକ୍ଷା ଦେଇ ସରକାରୀ କଲେଜ ରେ ନାମ ଲେଖାଇ ପାରିବେ ନାହିଁ ଓ ପରୀକ୍ଷା ଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନାହାନ୍ତି ବୋଲି ଛାତ୍ର ଓ ଛାତ୍ର ଅଭିଭାବକ ମତ ପ୍ରକାଶ କରିଛନ୍ତି ଅପରପକ୍ଷରେ ଶିଶୁ ବିଦ୍ୟା1ମନ୍ଦିର ର ପ୍ରଧାନ ଗୁରୁଜୀ କିଛି ଦୁର୍ନୀତି କରିନାହାନ୍ତି ଆଉ ଯେଉଁ ବିଦ୍ୟାଳୟ ଦୁର୍ନୀତି କରିଛି ବା ମାର୍କ ଟ୍ୟାମ୍ପ ରିଙ୍ଗ କରିଛି ସେହି ବିଦ୍ୟାଳୟ ବେସି ନମ୍ବର ରଖିଛନ୍ତି ବୋଲି ମତ ଦେଇଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଆ ମାଟ୍ରୀମୋନି ସାଇଟ୍ ରେ ସାଇବର ଠକ,ବିବାହ କରିବାର ସ୍ୱପ୍ନ ଦେଖାଇ ଯୁବତୀ ଠକିଲେ ୪ ଲକ୍ଷଟଙ୍କା

Wed Jun 30 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା) ଭାରତ ମାଟ୍ରିମୋନି ର ଓଡିଆ ମାଟ୍ରୀମୋନି ସାଇଟ୍ ରେ ଜଣେ ଯୁବକ ନିଜର ବିଭାଘର ପାଇଁ ପ୍ରୋଫାଇଲ୍ ପୋଷ୍ଟ କରି ଏବେ ହୋଇଛି ଇଂଳଣ୍ଡରେ ରହୁଥିବା ଏକ ସାଇବର୍ ଠକ ସୁନ୍ଦରୀଙ୍କ ଶିକାର । ତାହାର ମିଠା ମିଠା କଥାରେ ହରାଇଛନ୍ତି ପାଖାପାଖି ୪ ଲକ୍ଷ ଟଙ୍କା, .ବିବାହ କରିବାର ସ୍ୱପ୍ନ ଦେଖାଇ ଯୁବତୀ ଜଣଙ୍କ ଚୁନ ଲାଗାଇ ଲୁଟିଚାଲିଛି ଟଙ୍କା. ଏନେଇ ଯୁବକ ଜଣଙ୍କ ନିକଟସ୍ଥ ଥାନା […]

You May Like

Pin It on Pinterest