୧-ବିଜେପିକୁ ବାଏ ବାଏ କରିଦେଲେ ବରିଷ୍ଠ ନେତା ଦାମ ରାଉତ, ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା କହିଲେ।
୨-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଫୁଲବାଣୀରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍।
୩-ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଆଧାର ସଂଯୋଗ ହେବ ଆଡମିଟ କାର୍ଡରେ।
୪-‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳିଲେ ନବୀନ, ଗୋଟିଏ ଦିନରେ ୧୨,୩୨୫ ୟୁନିଟ୍ ରକ୍ତ ସଂଗ୍ରୁହୀତ।
୫-ଭୁବନେଶ୍ୱରରେ ରୋବ ରେଷ୍ଟୁରାଣ୍ଟ -ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି ରୋବୋଟ ଓ୍ବେଟର ଚମ୍ପା ଆଉ ଚମେଲି।
୬-ତିନି ଶହ ହସ୍ପିଟାଲର ୩୦ କୋଟି ଟଙ୍କା ବାକି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଓହରିଲା ଘରୋଇ ମେଡିକାଲ ଫୋରମ୍।
୭-୨୦୨୪ ସୁଦ୍ଧା ଦେଶରୁ ଗୋଟି ଗୋଟି କରି ସବୁ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ: ଅମିତ ଶାହା।
୮-ପାର୍କିଂ ଫି’ ଆଦାୟ କରିପାରିବେନି ହସ୍ପିଟାଲ ଓ ସପିଂ ମଲ୍:BMC ।
୯-ରାୟଗଡ଼ା:ରାଜ୍ୟରେ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଘଟଣା- ଅଧା ବାଟରେ ପଙ୍କଚର ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ।
୧୦-ପଠାନକୋଟ୍ ପରି ଆକ୍ରମଣ ଯୋଜନାରେ ଆତଙ୍କୀ, ଅରେଞ୍ଜ ଆଲର୍ଟରେ ପଞ୍ଜାବ ଓ ଜାମ୍ମୁ ପ୍ରତିରକ୍ଷା ଘାଟି।
୧୧-ଦୀପାବଳି ପୂର୍ବରୁ ୨୨ରେ ବ୍ୟାଙ୍କ ଧର୍ମଘଟ, 10 ବ୍ୟାଙ୍କର ବିଲୟକୁ ବିରୋଧ।



