ବିଭିନ୍ନ ଦାବି ନେଇ କଂଗ୍ରେସର ଗଣ ଧାରଣା

ବାସ୍ତବବ୍ୟୁରୋ:(ଭଦ୍ରକ) ବାସୁଦେବପୁର କଂଗ୍ରେସ ତରଫ ରୁ ଗୁରୁବାର ଦିନ ସ୍ଥାନୀୟ ପୌର ପାଳୀକା ରେ ବିଭିନ୍ନ ଦାବି ନେଇ ଏକ ଗଣ ଧାରଣା ଦିଆ ଯାଇଥିଲା।ବାସୁଦେବପୁର ପୌର ପାଲିକା ରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, କରନା ରିଲିଫ୍ ଚାଉଳ ଓ ବାତ୍ୟା ୟସ୍ ର ରିଲିଫ୍ ବଣ୍ଟନ, ୱାର୍ଡ ଗୁଡ଼ିକ ରେ ବିଭିନ୍ନ ସ୍ଥାନ ରେ ଷ୍ଟ୍ରିତ୍ ଲାଇଟ ଜଳୁ ନ ଥିବା ର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ସ୍ଥାନୀୟ ଅଧିକାରୀ ଙ୍କୁ ଗତ ୨୪ ତାରିଖରେ ପ୍ରଦାନ କରାଯାଇ ଥିଲା।

ଦାବୀପତ୍ର ଅନୁସାରେ ସମସ୍ୟା ର ସମାଧାନ ନ ହେବାରୁ ପୌର ପାଳିକ। ସମ୍ମୁଖରେ ରେ ଗଣ ଧାରଣା ଦିଆ ଯାଇଥିଲା। ଉକ୍ତ ଗଣ ଧାରଣା ରେ ରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ,ନଗର କଂଗେସ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱ ରେ ସ୍ଥାନୀୟ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଥିଲେ|

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jul 2 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୦୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୬୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୦୯୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

You May Like

Pin It on Pinterest