
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ଏନ ଏ ସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୃଘଟଣା ଗ୍ରସ୍ଥ, ଚାଳକ ଓ ହେଲ୍ପର ଗୁରୁତ୍ୱର ଆହାତ lଆଙ୍କର-ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସ୍ୟମ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଛି l ସକାଳ ପ୍ରାୟ ୮ ଟା ସମୟରେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ ଚାଳକ ଭାରସ୍ୟମ ହରାଇ ଥିଲେ, ଏଥିନେଇ ଗାଡିଟି ପୋଖରୀ ମାଧକୁ ଓଲଟି ପଡିଥିଲା l ସ୍ଥାନୀୟ ବାସୀ ପୋଲିସକୁ ଖବର ଦେବା ସହ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି l