ଚାନ୍ଦବାଲି ବିଧାୟକ ବେମୋକେଶ ରାଏଙ୍କୁ ଗରିଫ ଦାବୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର…

ବାସ୍ତବବ୍ୟୁରୋ:(ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ,କଭୋଡ଼ି ଆଇନକୁ ଅମାନ୍ୟ କରି ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମୋକେଶ ରାଏ ତାଙ୍କ ନିଜ ବିବାହ ଉତ୍ସବରେ ସଂଖ୍ୟାଧିକ ଲୋକଙ୍କ ଗହଣରେ ବିଧାୟକ ନିଜେ ନାଚିବା ଘଟଣାରେ ଭିଡ଼ିଓ ଭାଇରାଲ ହେବା ଘଟଣାରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାୟକ ଶ୍ରୀ ରାଏଙ୍କୁ ଗରିଫ ଦାବୀ କରି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ ।

ଏଥିନେଇ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ମାନେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ମହାମହିମ ରାଜ୍ୟପାଳ ଉଦ୍ୟଶ୍ୟରେ ପ୍ରେରଣ କରିଛନ୍ତି । ଯଦି ସରକାର ୨ ଦିନ ମଧ୍ୟରେ ବିଧାୟକଙ୍କ ଉପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ ନକରିନ୍ତି ତେବେ ବିଜେପି ଯୁବ ମୋର୍ଚ୍ଚା ଚାନ୍ଦବାଲିରେ କଭୋଡ଼ କଟକଣାଙ୍କୁ ଅମାନ୍ୟ କରି ବିବାହ ଭୋଜି ଆଦି କ୍ଷେତ୍ରରେ ଡ଼ିଜେ ବଜାଇ ଆଇନ ଅମାନ୍ୟ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋରୁ ଗୁହାଳ ପାଇଁ ଅନଶନ ...

Tue Jul 6 , 2021
ବାସ୍ତବବ୍ୟୁରୋ:ନବୀନ କୁମାର୍ ସାହୁ,ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନମ୍ପୋ, ସମ୍ପତିଆ ପଂଚୟତ ରରେ ଅ ସଠିକ ଦୁଗ୍ଧ ଚାଷୀ ଉପଯୁକ୍ତ ହିତାଧିକାରୀନଙ୍କୁ ଗୋରୁ ଗୁହାଳ ପ୍ରଦାନ ନ କରା ଯାଇ ନଥିବା ଅଭିଯୋଗ ରେ ଆଜି ବଜେପି ପକ୍ଷରୁ ବ୍ଲକ ସମ୍ଭୁଖରେ ଗୋରୁ,ଗାଈ ବାନ୍ଧି ଅନଶନରେ ବସିଛନ୍ତି। ଏହାର ସ୍ଥାୟୀ ସମାଧାନ ନ ହେବା ପଯ୍ୟନ୍ତ ଅନଶନରେ ବସିବେ ବୋଲି ବଜେପି ର ସମ୍ପାଦକ ସମୀର ପାତ୍ର କହିଛନ୍ତି।ଜଳେଶ୍ୱର […]

You May Like

Pin It on Pinterest