ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟବ୍ୟାପି ବ୍ଲକ ଅଫିସ ସମ୍ମୁଖରେ,ଆବାସ ଘୋଟାଲାକୁ ନେଇ ବିଜେପିର ରଣହୁଙ୍କାର ।ପ୍ରାୟ ୧ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ,ବ୍ଲକ ଅଫିସ ଆଗରେ ଜୋରଦାର ପ୍ରତିବାଦ କରାଯାଇଛି ।ଦଳୀୟ ଭିତ୍ତିରେ ପକ୍କାଘର ବଣ୍ଟନ ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି ବୋଲି ଅଭିଯୋଗ କରି ଆଜି ବିଜେପିର ଏ ପ୍ରତିବାଦ ।
Thu Jul 8 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ଦଳ ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା ତେବେ ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ ଭିତିରେ ପକ୍କା ଘର ଥିବା ଲୋକଙ୍କୁ ଏହି ବ୍ଲକର ବିଭିନ୍ନ ପଂଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି । ତେଣୁ ପ୍ରକୃତ ହିତାଧୀକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି […]