ଚାନ୍ଦବାଲି- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଦଳ ପକ୍ଷରୁ ବ୍ଲକ କାର୍ଯ୍ୟଳାୟ ଘେରାଉ…

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ଦଳ ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା ତେବେ ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ ଭିତିରେ ପକ୍କା ଘର ଥିବା ଲୋକଙ୍କୁ ଏହି ବ୍ଲକର ବିଭିନ୍ନ ପଂଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି ।

ତେଣୁ ପ୍ରକୃତ ହିତାଧୀକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଏଥିସହ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରି ପଂଚାୟତ ମାନଙ୍କର କୁଜି ନେତାମାନେ ହଜାର ହଜାର ଟଙ୍କା ଲୋକଙ୍କ ପାଖରୁ ଲୁଟୁଥିବାର ଅଭିଯୋଗ କରିଛି ବିଜେପି । ତେବେ ପ୍ରକୃତ ହିତାଧ୍ୟାକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ଲୋକଙ୍କୁ ଲୁଟୁଥୁବା ନେତା, ଅଫିସରଙ୍କ ବୁରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଚାନ୍ଦବାଲି ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେପି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଞ୍ଚାୟତର ପୋଖରୀ ସଫେଇ କୁ କେନ୍ଦ୍ର କରି ସରପଞ୍ଚ ଓ ପ୍ରଶାସନ ମଧ୍ୟରେ ତୁ ତୁ ମେଁ ମେଁ...

Thu Jul 8 , 2021
ଭୋଗରାଇ,(ନବୀନ କୁମାର୍ ସାହୁ)ପଞ୍ଚାୟତ ର ମୁଖ୍ୟ ସରପଞ୍ଚ କୁହାଯାଉଥିବା ବେଳେ କିନ୍ତୁ ଏଠାରେ ତାହାର ଚିତ୍ର ଓଲଟା। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଭୋଗରାଇ ବ୍ଲକ୍ ମହେଶପୁର ପଞ୍ଚାୟତ ର ଓଲାଲବିନ୍ଧା ଗ୍ରାମରେ। ଏହି ଗ୍ରାମରେ ପ୍ରାୟ ଦଶ ହଜାର ଲୋକ ବସବାସ କରନ୍ତି। ଏହି ଗ୍ରାମରେ ଏକ ପୋଖରୀ ଅଛି। ଜଉ ପୋଖରି ରେ ସେହି ଗ୍ରାମରେ ଥିବା। ଗ୍ରାମବାସୀ ନିର୍ଭରଶୀଳ। ଏହି ଗ୍ରାମର ପୋଖରୀକୁ […]

You May Like

Pin It on Pinterest