୧-ଭୁବନେଶ୍ୱରକୁ ମାଡ଼ି ଆସୁଛି ଜଳ ସଂକଟ। ଭୂତଳ ଜଳସ୍ତର ୪ ମିଟର ଖସିଲା।
୨-ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼।
୩-ଭୁବନେଶ୍ୱର:ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା।
୪-‘ମୋ ସରକାର’ ସତ୍ତ୍ୱେ ଏସ୍ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା!
୫-ଥମିଲା ପ୍ରଚାର, ବିଜେପୁର ଛାଡ଼ିବାକୁ ବାହାର ନେତାଙ୍କୁ ସିଇଓଙ୍କ ନିର୍ଦ୍ଦେଶ, ୨୧ରେ ମତଦାନ।
୬-ଫେସ୍ବୁକ୍ରେ ଫେକ୍ ଆଇଡି, କଟକ ଡିସିପି କହି ଠକିନେଲେ ୭ ଲକ୍ଷ।
୭-ଜାମ୍ମୁ-କାଶ୍ମୀର ସୀମାରେ ଥିବା ସମସ୍ତ ଜବାନ ପିନ୍ଧିବେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ।
୮-ନାଗାଲାଣ୍ଡର ଅଲଗା ପତାକା ଓ ସମ୍ବିଧାନ ମଞ୍ଜୁର ନୁହଁ: କେନ୍ଦ୍ର ସରକାର।
୯-ଚର୍ଚ୍ଚିତ ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା, ସରପଞ୍ଚଙ୍କ ସ୍ୱାମୀ ଗିରଫ, ଥିଲା ଅନୈତିକ ସଂପର୍କ।
୧୦-ବହୁ ଚର୍ଚ୍ଚିତ ସୋ କୌନ ବନେଗା କରୋଡ୍ପତିରେ ୨୨ ତାରିଖରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ।