
(ଦେଵକାନ୍ତ ମହାନ୍ତି,ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ଚାନ୍ଦକୁଡ଼ା ଫଚାୟତରେ ବିଳମ୍ବିତ ରାତ୍ରୀରେ ଏକ ଦୋକାନ ଘରର ପଛପଟ କବାଟ ଭାଙ୍ଗି ୪ ଜଣ ଚୋର ଚୋରୀ କରୁଥିବା ସମୟର ଦୋକନ ନିକଟରେ ରହୁଥିବା ପରିବାର ଲୋକ ଉଠି ପଡ଼ିବାରୁ ୩ ଜଣ ଚୋର ଖସି ଯିବା ବେଳେ ଜଣେ ଚୋର ଧରା ପଡ଼ିଯାଇଥିଲ l ଗ୍ରାମବାସୀ ଚୋରକୁ ବାନ୍ଧି ମାଡ଼ ମାରିବା ସହ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲ ପୋଲିସ ଘଟଣା ସ୍ଥଳରେ ପହଁଚି ଚୋରକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି । ସମସ୍ତ ଚୋରଙ୍କ ଘର ଚାନ୍ଦବାଲି ଅଂଚଳରେ ବୋଲି ସୂଚନା ମିଳିଛି l



