ଆଜିର ଖାସ୍ ଖବର

୧-ଅନ୍ଧାରରେ ଇଣ୍ଟିଗ୍ରେଡେଡ ବିଇଡି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ।

୨-ରାଜଧାନୀରେ ରାଜମହଲ, କଳ୍ପନା ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡକୁ ସ୍ଵୀକୃତି।

୩-ଆଜି ବିଜେପୁର ନିର୍ବାଚନ, ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର।

୪-ପାକିସ୍ତାନକୁ କଡ଼ା ଜବାବ, ତିନି କ୍ୟାମ୍ପ ଧ୍ଵଂସ, ବହୁ ଆତଙ୍କବାଦୀ ସମେତ ୧୦ ପାକ୍ ସୈନିକ ନିପାତ: ରାଓ୍ଵତ।

୫-ସ୍ମିତା ରାଣୀ ମୃତ୍ୟୁ ଘଟଣା: ଯାଜପୁର ଜିଲ୍ଲାରେ ଆଜି ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା।

୬-ଭୁବନେଶ୍ୱର ଲିଙ୍ଗିପୁର: ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ସନ୍ଦେହରେ ପୁରୁଷ ବନ୍ଧୁ।

୭-ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ଆଜି, ସାଧାରଣ ନିର୍ବାଚନ ପରେ ବଡ଼ ରାୟ ଦେବେ ମତଦାତା ।

୮-ପିଇଓ ମୃତ୍ୟୁ ମାମଲା: ରାଜ୍ୟ ମାନବାଧିକାର କମିଶନ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଲା କଂଗ୍ରେସ।

୯-ସୁନ୍ଦରଗଡ ସିଡିଏମଓ ପଙ୍କଜ ପଟେଲଙ୍କ ସସପେଣ୍ଡ ଘଟଣାକୁ ତୀବ୍ର ନିନ୍ଦାକଲା ଓମସା-ସିଡିଏମଓଙ୍କୁ ତୁରନ୍ତ ଚାକିରିରେ ଯୋଗ ଦେବାଲାଗି ସରକାର ନିର୍ଦେଶ ​‌ଦେବାକୁ ଦାବି।

୧୦-କରତାରପୁର କରିଡର: ପାକର କୁନୀତି, ଯାତ୍ରୀଙ୍କ ଠାରୁ ୧୪୦୦ ଟଙ୍କା ଆଦାୟ କରିବା ଜିଦରେ ଇମ୍ରାନ ସରକାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପୁର ଉପନିର୍ବାଚନ:ଇଭିଏମ୍‌ରେ ବନ୍ଦ ହେଲା ୫ ନେତାଙ୍କ ଭାଗ୍ୟ

Mon Oct 21 , 2019
ବାସ୍ତବ ବ୍ୟୁରୋ : ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ରିପୋର୍ଟ ଅନୁସାରେ ଉପନିର୍ବାଚନରେ ବିଜେପୁରବାସୀ ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ […]

You May Like

Pin It on Pinterest