ଭୁବନେଶ୍ବରରେ ପୁଣି ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା…

ମନୋଜ ମହାନ୍ତି(ଭୁବନେଶ୍ବର) ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ, ଖଣ୍ଡିଗିରି ଅଂଚଳରେ ଥିବା ସତ୍ୟ ସାଇ ଏନ୍‌କ୍ଲେଭକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାକୁ ଲକ୍ଷ୍ୟକରି ଏଭଳି ନିଷ୍ପତି ନେଇଛି BMC ।

ବିଏମ୍‌ସି ପକ୍ଷରୁ କୁହାଯାଇଛିକି, ସେଠାରେ ରହୁଥିବା ଅଧିବାସୀଙ୍କ ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅର୍ଥାତ ସେଠାରୁ ବାହାରକୁ କେହି ଆସିପାରିବେ ନାହିଁ କିମ୍ବା ବାହାରୁ କୌଣସି ବ୍ୟକ୍ତି ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହା ସହିତ ସତ୍ୟ ସାଇ ଏନ୍‌କ୍ଲେଭରେ ରହୁଥିବା ସମସ୍ତ ଅଧିବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଡାକ୍ତରୀ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ସଂପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଅଫିସ ମଧ୍ୟ ବନ୍ଦ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିର୍ଗୁଣ୍ଡି ପୁରୁଣା ଟୋଲ ଗେଟ ନିକଟରେ ଯୁବକକୁ ହତ୍ୟା...

Fri Jul 16 , 2021
ଚୌଦ୍ୱାର:(ଦୀପକ୍ କୁମାର ବେଉରା)କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୁଣା ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଥିବା ସାଇରାମ ରୋଡ଼ ଲାଇନସ ଟ୍ରାନ୍ସପୋର୍ଟ କର୍ମଚାରୀ ଙ୍କୁ ଗଳା କାଟି ବିଭର୍ଚ୍ଛ ହତ୍ୟା କରାଯାଇଛି।ମୃତ ବ୍ୟକ୍ତି ଜଣଙ୍କ ଚୌଦ୍ୱାର ଓଟିଏମ୍ କଲୋନୀ ର ଅଶୋକ ମହାନ୍ତି ବୋଲି ଜଣାପଡିଛି।ଗତକାଲି ରାତ୍ରି ପ୍ରାୟ ୯ ଘଟିକା ସମୟରେ କୌଣସି କାରଣରୁ କିଛି ଲୋକଙ୍କ ସହ ତାର ଝଗଡା ହେଇଥିଲା ଏବଂ ସେମାନେ ତାକୁ […]

You May Like

Pin It on Pinterest