ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ ସୋମବାର ଠାରୁ ରାଜ୍ୟରେ ଗଡିବ ବସ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେବାପରେ, ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ ।ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ, ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତି ନେଇଛନ୍ତି ।

ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏ କଥାବି କୁହାଯାଇଛିକି, ଲୋନ ଡିଫଲଟର ଥିବା ବସ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବ୍ୟାଙ୍କମାନଙ୍କୁ ସରକାର ନିର୍ଦ୍ଦେଶ ଦେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମନ୍ଦିର ର ପରିଚାଳନା ପାଇଁ ସହାୟତା କଲେ ବିଜେପି ନେତ୍ରୁ ମଣ୍ଡଳ...

Sun Jul 18 , 2021
ବାସ୍ତବବ୍ୟୁରୋ:(ମାଲକାନଗିରି) ପଡିଆ ବ୍ଲକ- ଗତ ୧୦ ତାରିଖ ରେ ପଡିଆ ଏମପିଭି ୬୬ ଗ୍ରାମ ରାସ୍ତା କଡରେ ଥିବା ସନ୍ତୋଷୀ ମା ଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ମନ୍ଦିର ପୁଜାରୀ ଙ୍କ ନଗଦ ଟଙ୍କା ଚୋରି ହେବା ଘଟଣା ସାରା ଜିଲ୍ଲାରେ ଚର୍ଚା ପାଲଟିଥିଲା। ଏହାପରେ ସନ୍ତୋଷୀ ମା ଙ୍କ ମନ୍ଦିର ପରିଚାଳନା ସହ ଏଠାରେ ପୂଜାରୀ ଭାବେ କାର୍ଯ୍ୟରତ ନନ୍ଦାରାମ ନୁପା ଙ୍କ ଅବସ୍ଥା […]

You May Like

Pin It on Pinterest