ଭିଜିଲାନ୍ସ ଜାଲରେ କଳାହାଣ୍ଡି ପଲିଟେକନିକ୍ କଲେଜର ଅଧ୍ୟକ୍ଷ…

ଦୀପକ କୁମାର ସାହୁ(କଳାହାଣ୍ଡି) ଭିଜିଲାନ୍ସ ଜାଲରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ ଆଜି ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଭବାନୀପାଟଣା ସମେତ ଝାରସୁଗୁଡା ବାସଭବନ ସମେତ ୬ ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ର ଚଢ଼ାଉ ଜାରି ରହିଛି।

ଝାରସୁଗୁଡା ଏଲ.ଏନ୍. କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣା ରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ DSP ସୂଚନା ଦେଇଛନ୍ତି। କେତେ କଣ ସମ୍ପତି ତାଲିକା ତାହା ଆକଳନ ପରେ ଜଣା ପଡିବ ବୋଲି ଭିଜିଲାନ୍ସ DSP କହିଛନ୍ତି କଳାହାଣ୍ଡି ଜିଲ୍ଲା ରୁ ଦୀପକ କୁମାର ସାହୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜଳେଶ୍ବର ବ୍ଲକ ବିରିଶପୁର ଗାଁ'ର ଏକ ନିଛାଟିଆ ସ୍ଥାନରୁ ଉଦ୍ଧାର ହେଲା ନର କଙ୍କାଳ

Tue Jul 20 , 2021
ନବିନ ସାହୁ(ଜଳେଶ୍ବର) ନିଅଛିଟିଆ ଜାଗାରେ ଦେଖିବାକୁ ମିଲିଛି ନର କଙ୍କାଳ ,କଙ୍କାଳକୁ ଦେଖି ଗାଁ ଲୋକେ ସଂଧେହରେ।ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବିରିଶପୁର ଗାଁର ବିଷ୍ଣୁପ୍ରିୟ ଭବନ ପଛପଟ ଏକ ଘଞ୍ଚ ଜଙ୍ଗଲରେ ଏଭଳି ନର କଙ୍କାଳ ଦେଖିବାକୁ ମିଳିଛି। ଗ୍ରାମର ଜୈନିକ ଯୁବକୁ ଛେଳି ଖୋଜିବାକୁ ଯାଇଥିବା ବେଳେ ଏହାକୁ ଦେଖିଥିଲେ,ନର କଙ୍କାଳ ପାଖରେ ଶାଡୀ, ଚୁଡି,ସହ ଚୁଟି ଦେଖିଥିଲେ, ଯାହାକୁ ନେଇ ଗ୍ରାମବାସୀ ସରପଞ୍ଚକୁ ଏ ବାବଦରେ […]

You May Like

Pin It on Pinterest