ଜଳେଶ୍ବର ବ୍ଲକ ବିରିଶପୁର ଗାଁ’ର ଏକ ନିଛାଟିଆ ସ୍ଥାନରୁ ଉଦ୍ଧାର ହେଲା ନର କଙ୍କାଳ

ନବିନ ସାହୁ(ଜଳେଶ୍ବର) ନିଅଛିଟିଆ ଜାଗାରେ ଦେଖିବାକୁ ମିଲିଛି ନର କଙ୍କାଳ ,କଙ୍କାଳକୁ ଦେଖି ଗାଁ ଲୋକେ ସଂଧେହରେ।ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବିରିଶପୁର ଗାଁର ବିଷ୍ଣୁପ୍ରିୟ ଭବନ ପଛପଟ ଏକ ଘଞ୍ଚ ଜଙ୍ଗଲରେ ଏଭଳି ନର କଙ୍କାଳ ଦେଖିବାକୁ ମିଳିଛି।

ଗ୍ରାମର ଜୈନିକ ଯୁବକୁ ଛେଳି ଖୋଜିବାକୁ ଯାଇଥିବା ବେଳେ ଏହାକୁ ଦେଖିଥିଲେ,ନର କଙ୍କାଳ ପାଖରେ ଶାଡୀ, ଚୁଡି,ସହ ଚୁଟି ଦେଖିଥିଲେ, ଯାହାକୁ ନେଇ ଗ୍ରାମବାସୀ ସରପଞ୍ଚକୁ ଏ ବାବଦରେ ଅବଗତ କରାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା,ଏପଟେ ଗ୍ରାମର କିଛି ଦିନ ତଳେ ଜଣେ ମହିଳା ନିଖୋଜ ଥିବା ନେଇ ମଧ୍ୟ ଗାଁ ଲୋକେ କହିଥିଲେ ,ତେବେ ନର କଙ୍କାଳ ବାହାରିବା ପରେ ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ସନ୍ଧେହ ବଢ଼ିଛି।ଘଟଣାକୁ ନେଇ ପୋଲିସ ପହଂଚି ତଦନ୍ତ ଜାରି ରଖିଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନାଲରେ ବୁଡ଼ି ନାବାଳିକା ମୃତ....

Tue Jul 20 , 2021
କାମାକ୍ଷାନଗର-କେନାଲରେ ବୁଡି ନାବାଳିକା ମୃତ୍ୟୁ। ମୃତ ନାବାଳିକା ହେଲେ କାମାକ୍ଷାନଗର ଥାନା ସାରୁଆଳି ପଞ୍ଚାୟତ କଟା ଗ୍ରାମର ତପନ ମୁଣ୍ଡାଙ୍କ ୧୩ବର୍ଷର ନାବାଳିକା ରାଧି ମୁଣ୍ଡା। ଆଜି ଦିନ ୧୨ଟା ସମୟରେ ରାଧି ଓ ୩ଜଣ ସାଙ୍ଗ ସହ ଗ୍ରାମ ନିକଟସ୍ଥ କେନାଲକୁ ଗାଧୋଇବା କୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ବସତ କେନାଲର ଗଭିର ଜଳ ଭିତରକୁ ଖସିଯାଇଥିଲେ। କେନାଲରେ ପାଣି ଅଧିକ ଥିବାରୁ ପାଣିରେ ବୁଡି ଯାଇଥିଲେ। […]

You May Like

Pin It on Pinterest