ଚୋରା ମଦ ବେପାରୀ ଅଟକ ସହିତ ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ…

ନବୀନ କୁମାର୍ ସାହୁ(ଜଳେଶ୍ବର) ଚୋରା ମଦ ବିକ୍ରି କରିବା ପଡିଲା ମହଙ୍ଗା,ଗାଡି ଭଙ୍ଗା ରୁଜା ସହିତ ତିନି ଜଣଙ୍କ ଅଟକ ରଖିଲେଗ୍ରାମବାସୀ, ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କନ୍ଥୀ ଭଉରୀ ପଞ୍ଚୟତରେ । ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ଓଟ ଗାଡି ଦ୍ବାରା ଦୁଇଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ କାନ୍ଥିଭଉରୀ ଗ୍ରାମର ଜନୈକ ଘରକୁ ମଦ ଦେବା ସମୟରେ ଗ୍ରାମର ମହିଳା ମାନେ ଦୁଇ ଜଣଙ୍କୁ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗା ରୁଜା କରିଥିଲେ।

ଏହା ପରେ ଏକ ବଲେର ସାହାଯ୍ଯ ରେ ଏନ୍ ଜିଅ ର ପରିଚୟ ଦେଇ ଛଡାଇବାକୁ ଆସିଥିବା ଅନିଲ୍ ପ୍ରଧାନ ନାମଙ୍କ ବ୍ଯକ୍ତିଙ୍କୁ ଅଟକ ରଖିବା ବୋଲେରକୁ ଭଙ୍ଗା ରୋଜା କରିବା ସହିତ ଉତ୍ତେଜନା ପ୍ରରିସ୍ତିସ୍ତି ସୃଷ୍ଟି ହେଇଥିଲା। ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଜା କରୁଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକର ମତୋ ବଜାରରେ ଅଗ୍ନିକାଣ୍ଡ...

Wed Jul 21 , 2021
(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାରରେ ଅଗ୍ନି କାଣ୍ଡ ଜଳିଗଲା ଗୋଟିଏ ଫଳ ଦୋକାନ।ମତୋ ବଜାରରେ ଥିବା କୃଷ୍ଣ ଚନ୍ଦ୍ର ସାହୁଙ୍କ ଫଳ ଦୋକାନ ଆଜି ଭୋର ସମୟରେ ଅଗ୍ନି କାଣ୍ଡ ଘଟି ଲକ୍ଷା ଧିକ ଟଙ୍କା ର ସମ୍ପତି ଜଳିପୋଡି ନଷ୍ଟ ହୋଇଯାଇଛି।ସଙ୍ଗେ ସଙ୍ଗେ ଚାନ୍ଦବାଲି ଅଗ୍ନି ସମ ବିଭାଗ ଓ ଗଦି ଅଗ୍ନି ସମବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନି ସମ ବିଭାଗ ପହଞ୍ଚିବା ପୂର୍ବରୁ ଦୋକାନ […]

You May Like

Pin It on Pinterest