ରାସନ୍ ସାମଗ୍ରୀ ବଣ୍ଟନ କୁ ନେଇ ଡିଲରଙ୍କ ମନ ମୁଖି କାର୍ଯ କଳାପ କୁ ନେଇ ଗ୍ରାମବାସୀ ଏବଂ ଡିଲର୍ ଙ୍କ ମଧ୍ୟରେ ତୁ ତୁ ମେ ମେ….

ନବୀନ ସାହୁ (ଜଳେଶ୍ୱର)ରାସନ୍ ସାମଗ୍ରୀ ବଣ୍ଟନ କୁ ନେଇ ଡିଲର ଙ୍କ ମନ ମୁଖୀ କାର୍ଯ୍ୟ କଳପ। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ଶ୍ୟାମ ନଗର ପଞ୍ଚାୟତ ରରଘୁନାଥ ପୁର ଗ୍ରାମରେ। ଲୋକ ମାନଙ୍କ ପାଇଁ ସରକାର୍ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକରି ଥିଲେ ମଧ୍ୟ ଲୋକ ମାନେ ଏଥିରୁ ବଞ୍ଚିତ।ରାସନ୍ ସାମଗ୍ରୀ ପାଇବାରେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ଏଠାରେ ରାସନ ଡିଲର୍ ଧନନ୍ ଜୟ ସିଂ ଙ୍କ ନାମରେ ଥିବା ବେଳେ ତାଙ୍କ ପୁଅ ବିଜୟ ସିଂ ତାଙ୍କୁ ଚଳାଉଥିବା ଲୋକଙ୍କ ର ଅଭିଯୋଗ ରହିଛି। ହିତାଧିକାରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ମୁଁ ଚାଉଳ ଦେବେନୀ ଜାହା କରିବ କର ଏବଂ ଯଦି ଜଣେ ହିତାଧିକାରୀ ଙ୍କର ଚାଉଳ ମାଗଣା 4 ମାସ ର ଚାଉଳ ଆସିଥିଲେ ତାକୁ 2 ମାସ ର ଦିଅନ୍ତି ଆଉ ଆର ମାସକୁ ନେବୁ ଏଭଳି ଗରିବ ହିତାଧିକାରୀଙ୍କୁ ହଇରାଣ କରିଥାନ୍ତି ଏ ଭଳିଆ ଦୀର୍ଘ 4 ବର୍ଷ ହେଲା ଚାଲି ଆସିଛି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଏ ନେଇ ଉପରିସ୍ଥ ଅଧିକାରୀ ଏମ ଆଇ ମ୍ୟାଡମ ଙ୍କ ପତିକ୍ରୀୟ ମିଳିପାରି ନାହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆମ୍ବୁଲାନ୍ସ ଯିବା ପାଇ ମଧ୍ୟ ବାଟ ଛାଡିଲେ ନାହିଁ ଯୁବକଙ୍କ ଅମାନୁସିକ ଭାବେ ରାସ୍ତା ଅବରୋଧ...

Fri Jul 23 , 2021
ନନ୍ଦିନୀ ପ୍ରଧାନ (ସମ୍ବଲପୁର)ମାନବିକତା ହଜିଗଲା ଯୁବକ ଙ୍କ ।ନିଜ ଜମିରେ ରାସ୍ତା ଯାଇଥିବା କହି ରାସ୍ତାକୁ ଅବରୋଧ କରି ଗାଁ କୁ ଆମ୍ବୁଲାନ୍ସ ଯିବା ପାଇ ବାଟ ଛାଡିଲେ ନାହିଁ ।ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଚିପିଲିମା ଫାଣ୍ତି କୁଦଗୁଣ୍ତେରପୁର ପଂଚାୟତ ର କୁଦ ତଵଡା ଗାଁର ଉମାକାନ୍ତ ସେଠ ନିଜ ଜମିରେ ଗାଁ କୁ ରାସ୍ତାରେ ଯାଇଥିବା ଜାଣିବା ପରେ ଗାଁ ରାସ୍ତା ବନ୍ଦ କରିଛନ୍ତି । ରାସ୍ତା […]

You May Like

Pin It on Pinterest