
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଜି ଚାନ୍ଦବାଲି ବିଜେପି କାର୍ଯ୍ୟାଳୟରେ ବିଜେପି ଦଳର ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମଳିନୀ ଅନୁଷ୍ଟିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନାଲଗୁଣ୍ଡା ସରପଂଚ ମନୋଜ ଭଳ ଓ ନାନ୍ଦୁରପୁର ସମିତି ସଭ୍ୟ ସ୍ବଦେଶ ପଣ୍ଡା,ତେନ୍ତୁଲିଡ଼ିହି ,ମାଧପୁର ସମିତିସଭ୍ୟ ଆଦି ଯୋଗଦେଇ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ଉପରେ ବର୍ଷିଥିଲେ ।

ନବମ ଅଧିବେସେନରେ ବିରୋଧ ଜନ ପ୍ରତିନିଧି ମାନଙ୍କୁଅଣଦେଖା ନେଇ ସେମାନେ କକ୍ଷତ୍ୟାଗ କରିଥିଲେ । ଏବେ କରୋନା ପାଇଁ ୧୦ ମ ଅଧିବେସନ ପାଇଁ ଆସନ୍ତା ୨୩ ତାରିଖରେ ବ୍ଲକ କନଫେରନ୍ସ ହଲରେ ଭଳୁଆଲ ବୈଠକ ଅନୁଷ୍ଟିତ ହେବ , ଏଥିରେ ଶାଷକଦଳ ସମର୍ଥତ ଜନପ୍ରତିନିଧ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୧୬ ତାରିଖରେ ଚିଠି କରାଯାଇଥିବା ବେବେ ବିରୋଧୀ ମାନଙ୍କୁ ଚିଠି କରାଯାଇନି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଜନ ପ୍ରତିନିଧୁମାନେ । ୯ ଅଧବେସନରେ ପୁର୍ବବିବରଣୀର ତାଲିକା ମଧ୍ୟ ପ୍ରଦାନ କରାଯାଇନି ଏବଂ ଫଚାୟତ ସମିତି ବୈଠପରେ ବିରୋଧୀ ମାନଙ୍କୁ ପ୍ରଶ୍ନ ଉତରରେ କାର୍ଯ୍ୟକ୍ରମରେ ଅସହଯୋଗ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।