
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଚାନ୍ଦବାଲି ବ୍ଲକର ଆଜି ଫଚାୟତ ରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜୁସ୍ମୃୃିତ ଭବନ ଓ ବ୍ଲକ କନଫେରନ୍ସ ହଲକୁ ଆଜି ବିଧାୟକ ଡ଼ ବ୍ୟମୋକେଶ ରାଏ ଉଦ୍ଘାଟନ କରିଛନ୍ତି l ପରୁଣା ବିଜୁ ସ୍ମୃତି ଭବନରେ ୩୦ ଲକ୍ଷ ବ୍ୟୟ ଅଟଳଳ ଓ ବ୍ଲକ କନଫେରେନ୍ସ ହଲ ୧୫ ଲକ୍ଷ ଟଙ୍କାର ନବୀ କରଣ କରାଯାଇ ଆଜି ତାର ଉଦ୍ଘାଟାନ କରାଯାଇଛି ।

ପରେ ଆଜି କନଫେରନ୍ମ ହଲରେ ଚାନ୍ଦବାଲି ଫଚାୟତ ସମିତିର ୧୦ ମ ବୈଠକ ଭଳୁଆଲ ମାଧ୍ୟମରେ ବୈଠକ ଅନୁଷ୍ଟିତ ହୋଇଛି । ଏହି
ବୈଠକରେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାଏ, ବିଡ଼ିଓ ଯୋତିବିକାଶ ଦାସ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଜନ ସାହୁ ,ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗଦେଇ ଫଚାୟତ ଫଚାୟତ ଅଧୁକାରୀ , ପିଏସ ମେମ୍ବର ଓ ସରପଂଚ ମାନଙ୍କ ସହ ଭଳୁଆଲ ବୈଠକରେ ଆଲୋଚନା କରିଥିଲେ ।



