୧-ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍, ସୂଚନା ଦେଲେ ପର୍ଯ୍ୟଟନ ସଚିବ ବିଶାଲ ଦେବ।
୨-ଜୟପୁର:ଲାଞ୍ଚ ନେବା ମହଙ୍ଗା ପଡିଲା – ପୁଲିସ ଇନ୍ସପେକ୍ଟର ନୀଳକଣ୍ଠ ମହାପାତ୍ରଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା।
୩-ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଘର ଓ ଜମି ଦେଇଥିବା ୧୧ ଜଣଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ।
୪-ଅନୁଗୋଳ:ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ ନକଲି ସାମ୍ବାଦିକ; ଭିଡିଓ ଭାଇରାଲ।
୫-ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧସାମରିକ ବଳ ନିୟୋଜନ ପ୍ରସଙ୍ଗ, ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ନାପସନ୍ଦ କଲେ ହାଇକୋର୍ଟ ଓକିଲ ସଂଘ।
୬-ଜଗତସିଂହପୁର ଜିଲ୍ଲା ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୀନାରାଣୀ ସାହୁ ନାଚ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଥିବା ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ।
୭-BSNL-MTNLର ମିଶ୍ରଣକୁ ମଞ୍ଜୁରୀ, 4ଜୀ ସ୍ପେକ୍ଟ୍ରମ ସହ କର୍ମଚାରୀଙ୍କ ପାଇଁ ଭିଆରଏସ ସ୍କିମ।
୮-ଦୀପାବଳି ପାଇଁ କମିଶନରେଟ୍ ପୋଲିସର ଆଡଭାଇଜରି, ରାତି ୮ଟାରୁ ୧୦ଟା ଯାଏ ଫୁଟାଯିବ ଆତସବାଜୀ।
୯-୨୦୨୦ରେ ସରକାରି ଚାକିରିଆଙ୍କ ୮ ଛୁଟି ମାଡ ଖାଇବ। ରବିବାରରେ ୫ଟି ଓ ଶନିବାରରେ ୩ଟି ପର୍ବପର୍ବାଣୀ ପଡୁଛି।
୧୦-ଆଜି ଫଳାଫଳ: ମତଗଣନା ପୂର୍ବରୁ ବିଜେପିର ଉତ୍ସବ ପ୍ରସ୍ତୁତି ଆରମ୍ଭ, ପାର୍ଟି ମୁଖ୍ୟାଳୟରେ ତିଆରି ହେଉଛି ୫୦୦୦ ଲଡ଼ୁ।
୧୧-କୃଷକଙ୍କୁ ଦୀପାବଳି ଭେଟି, ଗହମ ଏବଂ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ରସରକାର।



