ଇଲୋକ୍ଟ୍ରୋନିକ୍ ଟେକ୍ନୋଲୋଜି ଆସୋସିଏସନ୍ ର ଆର୍ଥିକ ସହାୟତା…

ନମୋଗୁରୁ ହୋତା(ସୁବର୍ଣ୍ଣ ପୁର)ବଲାଙ୍ଗୀର ଜିଲ୍ଲା ପୁଇଁ ତାଲା ବ୍ଲକ ଜଡ଼ ଜଡ଼ ଗ୍ରାମ ରେ ଘଟିଛି ଏକ ଦୁଖଃଦ ଘଟଣା ପାଞ୍ଚ ପ୍ରାଣୀ କୁ ଚଳାଉ ଥିବା ଏକ ମାତ୍ର ରୋଜଗାରିଆ ପୁଅ ସରଜୁ ବାଗ ଙ୍କର ଗତ ୧୪.୭ .୨୧ ତାରିଖରେ ଇଲେକଟ୍ରି କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିଲେ l ଘରେ ଥିବା ପାଞ୍ଚ ପ୍ରାଣୀ ସାଙ୍ଗକୁ ବାପା ପାରାଲିସିସ ରୋଗୀ ତିନି ତିନି ଟା ବଢିଲା ଝିଅ, ଘର ଚଳାଇ ବା କୁ ଜଣେ ହିଁ ଭରସା ଥିଲା ସରଜୁ ବାଗ |

ସିଏ ବି ଇଲେଟ୍ରି ସକ ରେ ମୃତୁ ବରଣ କରି ଥିବା ବେଳେ ଇଲୋକ୍ଟ୍ରୋନିକ୍ ଟେକ୍ନୋଲୋଜି ଆସୋସିଏସନ୍ ସଙ୍ଘ ତରଫରୁ ସାହାଯ୍ୟ ପାଇଁ ହାତ ବଢ଼ାଇ ଛନ୍ତି ସଭାପତି, ବସନ୍ତ କୁମାର ସଥପତି, ସମ୍ପାଦକ, ନିଲମ୍ବର ହୋତା ଏବଂ ସମସ୍ତ କର୍ମକର୍ତା ଆଜି ସରଜୁ ବାଗ ଘର କୁ ଯାଇ କିଛି ଆରଥିକ ସାହାଯ୍ୟ (୨୯୦୦୦)ଟଙ୍କା ପ୍ରଦାନ କରିଛନ୍ତି l ଜିଲ୍ଲା ପ୍ରଶାସନ କୁ ଉକ୍ତ ପରିବାର କୁ କିଛି ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଙ୍ଗାଙ୍ଗ୍ ଷ୍ଟାର ହାଇଦର ମୃତ୍ୟୁ ପରେ କେମିତି ଅଛି କେନ୍ଦ୍ରାପଡା...

Sun Jul 25 , 2021
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ଯାଏ ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜମଧର ପଞ୍ଚାୟତ ମାନଙ୍କରେ କଡ଼ା କଟକଣା ଜାରି ହୋଇଛି । ସଂପୃକ୍ତ ଅଞ୍ଚଳରେ କେବଳ […]

You May Like

Pin It on Pinterest