ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜାରୀ ରହିଛି କଟକଣା….

ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଆଜି ଶ୍ରାବଣ ୨ୟ ସୋମବାର ହୋଇଥିବା ବେଳେ ସେପଟେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପାଞି ଅନୁଯାୟୀ ୩ୟ ପାଳି ପାଳନ କରାଯାଉଛି। ମହାମାରୀ କରୋନାର ଭୟଭୟତାକୁ ନେଇ ସମସ୍ତ ଶିବାଳୟରେ କାଉଡିଆଙ୍କ ଜଳାଭିଷେକ ଉପରେ ରୋକ ଲଗାଇଛନ୍ତି ସରକାର।

ତାହାସହ ସମସ୍ତ ଜଳ ଉତ୍ସ, ନଦୀ ଓ ପୁଷ୍କରିଣୀରେ ଯେପରି କୌଣସି କାଉଡିଆ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରୀ କରାଯାଇଛି। ହେଲେ ଅଗଷ୍ଟରେ କଟକଣାକୁ କୋହଳ କରାଯିବା ସହ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲାର ଜିଲାପାଳଙ୍କୁ ଦାୟୀତ୍ବ ଦିଆଯାଇଛି। ହେଲେ ଏପଟେ ଶ୍ରାବଣୀଯାତ୍ରା ଜାରୀ ରହିଥିବାରୁ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ବାବା ଆଖଣ୍ଡଳମଣିଙ୍କ ମନ୍ଦିର କଟକଣା ବଳବତ୍ତର ରଖିଛି ପ୍ରଶାସନ। ଫଳରେ ଭକ୍ତଶୂନ୍ଯ ହୋଇପଡିଛି ମନ୍ଦିର ପରିସର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଟିଇଏଲପି ପ୍ଲସ ପ୍ରୋଜେକ୍ଟ ଦ୍ୱାରା ଲେମାନ ଗ୍ରାସ ପ୍ଲାଣ୍ଟ ଉଦଘାଟିତ....

Mon Aug 2 , 2021
ପ୍ରଭାତ ସାହା(ମାଲକାନଗିରି) :ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ଗ୍ରାମରେ ଏମଜିଏନଆରଜିଏସ ଯୋଜନାରେ ଓଟିଇଏଲପି ପ୍ଲସ ପ୍ରୋଜେକ୍ଟ ଦ୍ୱାରା ଲୋକଙ୍କ ଖାଲି ପଢି ଥିବା ୧୦ ଜଣ ଲୋକଙ୍କ ଜମିରେ ପ୍ରାୟ ୨୦ ଏକର ଲେମନ ଗ୍ରାସ ପ୍ରଥମ ଥର ପାଇଁ ଚାଷ କରାଯାଇଥିଲା। ଚାଷରେ ସଫଳ ହେବା ପରେ ତାଙ୍କ ମାନ ଦଣ୍ଡ ସୁଦୃଢ କରିବା ପାଇଁ ଲେମନ ଗ୍ରାସ ଅଏଲ ପ୍ରୋସେସିଂ ୟୁନିଟ ଆରମ୍ଭ କରାଯାଇଛି। […]

You May Like

Pin It on Pinterest