ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୩୯ତମ ପ୍ରତିଷ୍ଠା ଦିବସ ପାଳିତ…

ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଉତ୍କଳୀୟ ଜନଜୀବନର ମାର୍ଗଦର୍ଶକ, ସମାଜର ପ୍ରତିଷ୍ଠାତା, ନବଉତ୍କଳର ଅନ୍ୟତମ ନିର୍ମାତା, ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ୧୧୩ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଗୋପବନ୍ଧୁଙ୍କ ସହିତ ତାଙ୍କ ସତୀର୍ଥମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃକ୍ଷରୋପଣ ,ପ୍ରଦୀପ ପ୍ରଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା ।ଏଥିରେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ବିଡିଓ କ୍ଷୀରୋଦ କୁମାର, ବେହେରା ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ବନମାଳୀ ବେହେରା , ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସତ୍ୟବାଦୀ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଗମନ ବ୍ରିଜରୁ ଡେଇଁ ବୟଷ୍ଠ ବ୍ୟକ୍ତିଙ୍କ ଆତ୍ମହତ୍ୟାା...

Thu Aug 12 , 2021
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲିରେ ଡ଼େଥ ଜୋନ ଭାବେ ଜଣାସୁଣା ଚାନ୍ଦବାଲି ଗେମନ ବ୍ରଜିରେ ପୁଣି ଆଜି ଘଟିଛି ଅଘଟଣ । ଆଜି ଚାନ୍ଦବାଲି ବୈତରଣୀ ନଦୀର ଗମନ ବ୍ରଜି ଉପରୁ ଡେଇଁ ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ଚାନ୍ଦବାଲି ଗମନ ବ୍ରିଜ ଉପରୁ ଡେଇଁ ଭାସୁଯାଉଥିବା ବେଳେ ସ୍ଥାନିୟ ମତ୍ସ୍ୟଜୀବୀ ସୁକାନ୍ତ କୁମାର ଦାସ ତାଙ୍କୁ ଏକ ମଛଧରା ଛୋଟିଆ […]

You May Like

Pin It on Pinterest