ବଜ୍ରାଘାତରେ ଯୁବକଙ୍କର ମୃତ୍ୟୁ…

ବବିତା ସାମଲ (ଭଦ୍ରକ)ବଜ୍ରାଘାତ ନେଲା ଯୁବକଙ୍କ ଜୀବନ,ଯୁବକ ଜଣକ ବିଲକୁ କାମ କରିବାକୁ ଯାଇଥିଲା ବେଳେ ଘଟିଛି ଅଘଟଣ।ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ବାରୀକପୁର ବରଡ଼େଶ୍ୱର ଅଂଚଳର ରାକେଶ ଦାସ ।

ତାଙ୍କର ମୃତ୍ୟୁ ଖବର ବାରିକ୍ ପୁର ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛି । ସୁଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଏପରି ଅଘଟଣ ଘଟିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Aug 13 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୨୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୪୭୫୬ ଜଣ […]

You May Like

Pin It on Pinterest